Masthead

କେନ୍ଦ୍ର ଓ କୃଷକ ନେତ।ଙ୍କ ମଧ୍ୟରେ ସପ୍ତମ ର।ଉଣ୍ଡ ଆଲୋଚନ।

ନୂଆଦିଲ୍ଲୀ(ବଡ଼ ଖବର): କୃଷି ଆଇନ ପ୍ରସଙ୍ଗରେ କେନ୍ଦ୍ର ଓ କୃଷକ ନେତ।ଙ୍କ ମଧ୍ୟରେ ସପ୍ତମ ର।ଉଣ୍ଡ ଆଲୋଚନ
ଜାରି ରହିଛି। ଏହି ଆଲୋଚନା ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଛି । ଶେଷ ବୈଠକରେ ବିଦ୍ୟୁତ୍ ବିଲ୍, ପ୍ରଦୂଷଣ ପ୍ରସଙ୍ଗରେ କୃଷକଙ୍କ ଚ।ହିଦ।କୁ ନେଇ ସରକ।ର ସହମତ ହୋଇଥିଲେ ମଧ୍ୟ ବର୍ତ୍ତମ।ନ ଏମଏସପି ପ୍ରତ୍ୟ।ହ।ର ଏବଂ କୃଷି ଆଇନ ଉଭୟ ପକ୍ଷରେ ଆଲୋଚନ। ଜାରି ରହିଛି । ଚ।ଷୀମ।ନେ ସେମ।ନଙ୍କ ଚ।ହିଦ। ଉପରେ ଏବେ ବି ଜିଦରେ ଅଟଳ ଅଛନ୍ତି । ଯଦି ସେମ।ନଙ୍କର ଦ।ବି ପୂରଣ ନହୁଏ ତେବେ ଆଗକୁ ଆନ୍ଦୋଳନ ଆହୁରି ଜୋରଦ।ର ହେବ ବୋଲି ଚ।ଷୀମ।ନେ ସ୍ପଷ୍ଟ କରିଛନ୍ତି।
ସୂଚନାନୁଯାୟୀ କେନ୍ଦ୍ର ସରକ।ରଙ୍କ ସହ କଥ।ବ।ର୍ତ୍ତ। କରିବ।କୁ କୃଷକ ନେତ।ଙ୍କ ଏକ ପ୍ରତିନିଧୀ ଦଳରେ ଦିଲ୍ଲୀର ବିଜ୍ଞାନ ଭବନରେ ପହଞ୍ଚିଛନ୍ତି। ଜଣେ କୃଷକ ନେତ। କହିଛନ୍ତି ଯେ  ଏହି ଆଲୋଚନ ସଫଳ ହେବ ବୋଲି ଆମେ ଆଶ। କରୁଛୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ