Masthead

ରାସ୍ତାରେ ହାତୀପଲ, ଲୋକେ ଛାନିଆ

ଜଗନ୍ନାଥପ୍ରସାଦ( ବଡ଼ ଖବର ବ୍ୟୁରୋ): ହାତୀପଲକୁ ଦେଖି ଲୋକେ ଛାନିଆ । ଗଞ୍ଜାମ ଜିଲ୍ଲା ବୁଗୁଡା ରେଞ୍ଜ ପଞ୍ଚଭୂତି-କୁମ୍ପାପଡା ଗ୍ରାମ୍ୟ ଜଙ୍ଗଲରେ ଆତଙ୍କ ମଚାଇ ଚାଲିଛନ୍ତି ୧୫ଟିକିଆ ହାତୀପଲ । ଶସ୍ୟ ଅମଳ ସମୟରେ ହାତୀପଲକୁ ଦେଖି ଲୋକେ ଆତଙ୍କିତ । ହାତୀପଲ ଦିନ ସାରା ଜଙ୍ଗଲରେ ରହୁଥିବା ବେଳେ ରାତିହେଲେ ଗାଁ ମୁହାଁ ହେଉଛନ୍ତି । ଗତ ରାତିରେ ୨୪ନଂ ରାଜ୍ୟ ରଜପଥ ଉପରକୁ ଚାଲି ଆସିଥିଲେ ହାତୀପଲ । କୁମ୍ପାପଡା ଗାଁମୁଣ୍ଡ କ୍ଷେତରେ ପଶି ନଷ୍ଟ କରିଛନ୍ତି ହାତୀପଲ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ବନ ବିଭାଗ ହାତୀପଲକୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲା । ଗ୍ରାମବାସୀଙ୍କ ସହୟାତାରେ ଘଣ୍ଟଘଣ୍ଟା ମୃଦଙ୍ଗ ବଜାଇ ହାତୀ ଘଉଡା ପାଇଁ ଉଦ୍ୟମ କରିଥିଲେ ।
ଧାନ ପାଚି କଟା ହେବା ସମୟରେ ହାତୀପଲଙ୍କ ଆତଙ୍କ ଦେଖି ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି । ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଇ ହାତୀ ଗତିବିଧି ଉପରେ ନଜର ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ