Masthead

କାମ କରୁନି ଇଭିଏମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆରମ୍ଭରୁ ଅବ୍ୟବସ୍ଥାର ଚିତ୍ର । ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳିରେ କାମ କରୁନି ଇଭିଏମ୍ । ବାସୁଦେବପୁର ୧୫୦ ବାଲିମେଦ ପିଜାଇଡିଙ୍ଗ ଅଫିସର ନଆସିବାରୁ ମତ ଦାନ ବିଳମ୍ବରେ ହେବ । କିଛି ଇଭିଏମ ମେସିନ ଅଚଳ ଅଛି । ଭଦ୍ରକ ନିର୍ବାଚନମଣ୍ଡଳି ବୁଥ ନମ୍ବର ୧୬୫,୧୬୭ ଏବଂ ୩୫ ନମ୍ବର ବୋଥ ଅଚଳ ରହିଛି । ସେହିପରି ଚାନ୍ଦବାଲି ନିର୍ବାଚନମଣ୍ଡଳି ତୋଟାପଡା ପଂଚାୟତ ଗଙ୍ଗାଧର ପୁର ୫୯ବୁଥରେ ୧ଘଣ୍ଟା ଧରି ଇଭିଏମ ଅଚଳ ରହିଛି ।

ଯାଜପୁର ପୌରାଞ୍ଚଳ ୯୫ନମ୍ବର ସଖୀ ଭୋଟ ମତ ଦାନ କେନ୍ଦ୍ରରେ ଇଭିଏମ ମେସିନ ଖରାପ ଯୋଗୁ ୪୫ମିନିଟ ବିଳମ୍ବରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଯାହାକୁ ନେଇ ମତଦାନ କେନ୍ଦ୍ରରେ ଉତେଜନା ଦେଖିବାକୁ ମିଳିଛି । ସୋର ନିର୍ବାଚନମଣ୍ଡଳି ଚିତଳ ପଞ୍ଚାୟତର ୧୭୮ ନମ୍ବର ବୁଥ, ପୌରପାଳିକାରେ ବୁଥ ନଂ ୮୩, ମୂଳିସିଂ ପଂଚାୟତ ଥାଳା ୧୧୧ ରେରେ ଇଭିଏମ ତ୍ରୁଟି ଯୋଗୁ ବରର୍ତ୍ତମାନ ସୁଦ୍ଧା ଆରମ୍ଭ ହୋଇ ପାରିନି ମତ ଦାନ । ଭୋଟ ଦେବାକୁ ଭୋଟରମାନଙ୍କ ଭିଡ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ