Masthead

ପୋଲିସକୁ ଘେରିଲେ ଗ୍ରାମବାସୀ

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ):  ରେଲୱ ପୋଲିସ ଙ୍କୁ ଘେରିଲେ ପୋଲେଇ ଗ୍ରାମବାସୀ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅଧୀନ ଫତେହପୁର ପଞ୍ଚାୟତର ପୋଲେଇ ଗାଁରେ ୨ଦିନ ହେବ କୋଇଲା ଚୋରି କରୁଥିବା ବେଳେ ରେଲୱ ପୋଲିସ ୨ଜଣଙ୍କୁ ଧରିଥିଲେ। ୨ଚୋରକୁ ନେଇ ପଚାର ଉଚାର କରିବାରୁ ୨ଚୋର ସବୁ କଥା ମାନିଥିବା ସହ ଆଉ କେଉଁମାନେ ସାମିଲ ଅଛନ୍ତି ଓ ଚୋରା କୋଇଲା କାହାକୁ ଦେଇଛନ୍ତି ତାହା ରେଲୱ ପୋଲିସ ଆଗରେ କହିଥିଲେ । ସେହି ଆଧାରରେ ଆଜି ରେଲୱ ପୋଲିସ ଆସାମୀକୁ ନେଇ ପୋଲେଇ ଗ୍ରାମକୁ ଯାଇଥିଲେ ।

ଗାଁର ରମେଶ ପ୍ରଧାନ ନାମକ ଏକ ଯୁବକ ଙ୍କୁ ପଚାରି ଥିଲେ ଏ ଭାଟି କାହାର । ମୁ ଜାଣିନୀ ରମେଶ କହିବାରୁ ରେଲୱ ପୋଲିସ ରମେଶ ପ୍ରଧାନ ଙ୍କୁ ଅଶିଳ ଭାଷାରେ ଗାଳି କରିବା ସହ ମାଡ ମାରିଥିଲେ । ଗ୍ରାମବାସୀ ଉତ୍ୟକ୍ତ ପୋଲିସ ଗାଡିକୁ ଭଙ୍ଗା ରୁଜା କରିବା ସହ ରେଲୱ ପୋଲିସ ଙ୍କୁ ଅଟକାଇ ଥିଲେ। ପରେ କୁଜଙ୍ଗ ପୋଲିସ ଆସି ପ୍ରଥମେ ମାଡ ଖାଇଥିବା ରମେଶ ପ୍ରଧାନ ଙ୍କୁ ମେଡିକାଲ ପଠେଇଥିଲେ, ଏବଂ ଚିକିସôାର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶୃତି ଦେବା ପରେ ପୋଲିସ ଏବଂ ଗାଡିକୁ ଗ୍ରାମବାସୀ ଛାଡିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ