Masthead

ଆଦାନୀ ଗ୍ରୁପ  ଉପରେ ଏକ୍ସାଇଜ୍ ବିଭାଗର ଚଢାଉ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଦାନୀ ଗ୍ରୁପ  ଉପରେ ଏକ୍ସାଇଜ୍ ବିଭାଗର ଚଢାଉ । ହିମାଚଳ ପ୍ରଦେଶର ଏକ୍ସାଇଜ୍ ଓ ଟ୍ୟାକ୍ସ ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଦାନୀ ୱିଲମାର ଗ୍ରୁପ୍‌ର ଷ୍ଟୋର୍‌ ଉପରେ ହୋଇଛି ଏହି ଚଢାଉ । ଫେବୃଆରୀ 8, ବୁଧବାର ବିଳମ୍ବିତ ରାତିରେ ହିମାଚଳ ପ୍ରଦେଶର ପାରୱାନୋରେ ଆଦାନୀ ଗ୍ରୁରର ଏକ ଷ୍ଟରରେ ଏକ୍ସାଇଜ୍ ବିଭାଗର ଏକ ଟିମ୍ ପହଞ୍ଚିଥିଲେ। ଷ୍ଟଟ ଗୋଡାଉନରେ ରଖାଯାଇଥିବା ଷ୍ଟକ୍ ଯାଞ୍ଚ କରିବା ସହ ବିଭିନ୍ନ କାଗଜପତ୍ର ଜାଞ୍ଚ କରିଥିଲା ଏକ୍ସାଇଜ ଟିମ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ହିମାଚଳ ଏକ୍ସାଇଜ୍ ବିଭାଗକୁ ଆଦାନୀ ଗ୍ରୁପ ଟ୍ୟାକ୍ସ ଠକେଇ କରିଥିବା  ଅଭିଯୋଗ ହୋଇଥିଲା ।  ସୂଚନା ମୁତାବକ ଆଦାନୀ ୱିଲମାର ଲିମିଟେଡ୍ ଗତ ବର୍ଷ ରାଜ୍ୟରେ 100 କୋଟିରୁ ଅଧିକ ଟଙ୍କା ବ୍ୟବସାୟ କରିଥିଲା। କିନ୍ତୁ, ଜିଏସଟି ଟ୍ୟାକ୍ସ ଦେବାରେ ଅନିୟମିତତା ହୋଇଥିବା ସୂଚନା ମିଳିଥିଲା । ଫଳରେ ହିମାଚଳ ଏକ୍ସାଇଜ୍ ବିଭାଗର ତଦନ୍ତ ଆରମ୍ଭ ଏହି ଚଢାଉ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି