ଏମକେସିଜିରେ ରୋଗୀଙ୍କୁ ଦିଆଯାଉଛି ଏକ୍ସଟ୍ରାକେୟାର

ବ୍ରହ୍ମପୁର (ବଡ଼ ଖବର ବ୍ୟୁରୋ): ଏମକେସିଜିରୁ ଆସିଲା ଆଶ୍ବସ୍ତିକର ଚିତ୍ର । ରୋଗୀଙ୍କୁ ଦିଆଯାଉଛି ଏକ୍ସଟ୍ରାକେୟାର । ଧନ୍ୟବାଦ ଦେଲେ ଜିଲ୍ଲା ପ୍ରଶାସନ । କରୋନାର ଦ୍ୱିତୀୟ ଲହରରେ ବହୁ ଲୋକଙ୍କ ମୃତ୍ୟୁ ଘଟୁଛି। ବହୁ ସମୟରେ ମେଡିକାଲରେ ରୋଗୀଙ୍କୁ ଚିକିତ୍ସା ଅବା ଯତ୍ନ ଠିକରେ ନିଆଯାଉନଥିବା ଅଭିଯୋଗ, ଭିଡ଼ିଓ ବି ବାହାରକୁ ଆସୁଛି। ତେବେ ଏହା ଭିତରେ ବ୍ରହ୍ମପୁର ଏମକେସିଜି ମେଡିକାଲରୁ ଆସିଛି ଏକ ଆଶ୍ୱସ୍ତିକର ଚିତ୍ର। କରୋନା ରୋଗୀଙ୍କୁ ମେଡିକାଲ ଷ୍ଟାଫମାନଙ୍କ ଦ୍ୱାରା ଏକ୍ସଟ୍ରା କେୟାରର ଚିତ୍ର ଆସିଛି ।

କରୋନା ରୋଗୀମାନେ ସାଧାରଣତଃ ଦୁର୍ବଳ ହୋଇଯାନ୍ତି ଓ ବୟସ୍କ ରୋଗୀମାନେ ଉଠିପାରୁନଥିବା ଦେଖାଯାଉଛି। ସେହିଭଳି କରୋନାରେ ଚିକିତ୍ସା ପାଉଥିବା ମହିଳାଙ୍କ ମୁଣ୍ଡ କୁଣ୍ଡାଇବା, ବେଣୀ ପକାଇବା, ଚୁଟିରେ ତେଲ ଲଗାଇବା, ପୁରୁଷଙ୍କୁ ଶେଭିଂ କରିବା ଓ ଅନ୍ୟାନ୍ୟ ସହାୟତା କରାଯାଉଥିବା ଭିଡ଼ିଓରେ ପ୍ରଦର୍ଶିତ ହେଉଛି। ଏଭଳି କରିବା ଦ୍ୱାରା ରୋଗୀ ମଧ୍ୟ ଧୀରେ ଧୀରେ ଆତ୍ମବିଶ୍ବାସ ପାଇ ସୁସ୍ଥ ହେଉଥିବା ଦେଖାଯାଉଛି। ଏଭଳି ଭିଡ଼ିଓକୁ ନେଇ ଜିଲ୍ଲା ପ୍ରଶାସନ ଡାକ୍ତର ଓ ମେଡିକାଲ ଟିମକୁ ପ୍ରଶଂସା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ