Masthead

ଦାରିଦ୍ର୍ୟତା ପାଇଁ ପୁଅ କୁ ହାଣି ମାରିଲା ବାପା

(ବଡ଼ ଖବର ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ଉଦଳା ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ୪ ବର୍ଷର ନାବାଳକକୁ ବାପା କଟୁରୀରେ ହାଣି ମାରିବା ଘଟଣାରେ ସାମ୍ନାକୁ ଆସିଲା ବିସ୍ଫୋରକ ସତ। ସତ ଖୋଲି କହିଲେ ଥାନା ଅଧିକାରୀ। ପାରିବାରିକ ଦାରିଦ୍ର୍ୟତା କାରଣରୁ ମା କୋଳରୁ ପୁଅକୁ ଛଡାଇ ନେଇ କଟୁରୀରେ ହାଣି ବାପା ହତ୍ୟା କରିଥିଲା। ଶରତ ଥାନା ପୁରୁଣାପାଣି ଗ୍ରାମର ସୋହନ ସିଂ ନିଜର ୪ ବର୍ଷର ପୁଅ ଦୁମ୍ବି ସିଂ କୁ ଗତକାଲି ମା କୋଳରୁ ଛଡାଇ ନେଇ କଟୁରୀରେ ହାଣି ହତ୍ୟା କରିଥିଲା। ସୂଚନା ଅନୁସାରେ, ପୋଲିସ ଅଭିଯୁକ୍ତ ବାପା ସୋହନ ସିଂ ଙ୍କୁ ଗିରଫ କରିବା ପରେ ଦାରିଦ୍ର୍ୟତା କାରଣରୁ ସେ ପୁଅକୁ ହତ୍ୟା କରିଥିବା ପୋଲିସ ଆଗରେ ମାନିଥିବା କହିଛନ୍ତି ଥାନା ଅଧିକାରୀ। ତାଙ୍କର ୫ ଜଣ ପିଲା ଛୁଆ ଥିବାବେଳେ ସେମାନଙ୍କୁ ନେଇ ପରିବାର ଚଳାଇବା କଷ୍ଟ ହେବାରୁ ପୁଅକୁ ହତ୍ୟା କରିଥିବା କହିଛନ୍ତି ଥାନା ଅଧିକାରୀ ରମାକାନ୍ତ ପାତ୍ର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦାରିଦ୍ର୍ୟତା ପାଇଁ ପୁଅ କୁ ହାଣି ମାରିଲା ବାପା 🔴 ନୀଳ ଜଳରାଶିରେ ମହାପ୍ରଭୁଙ୍କ ରଥଯାତ୍ରା 🔴 ବହୁ ପ୍ରତୀକ୍ଷିତ ମୁହୁର୍ତ୍ତର ଘଟିଲା ଅବସାନ, ଗୁଣ୍ଡିଚାରେ ପହଞ୍ଚିଲା ନନ୍ଦିଘୋଷ ରଥ 🔴 ବିବାଦ ଭିତରେ ବଡ଼ ସଫଳତା ହାସଲ କଲେ ନିଟ୍ ଛାତ୍ରଛାତ୍ରୀ 🔴 ଜଗା.. କଣ ହୋଇଛି ତୋର,ରାଗିଛୁ ନା ଅଭିମାନ କରିଛୁ ….? 🔴 ସୁପ୍ରିମକୋର୍ଟଙ୍କ ବଡ ଶୁଣାଣି, ପଞ୍ଚମ କିମ୍ବା ଷଷ୍ଠ ଶ୍ରେଣୀରୁ ତୃତୀୟ ଭାଷା ଆରମ୍ଭ କରି ନବମ ଶ୍ରେଣୀ ପୂର୍ବରୁ ଶେଷ କରିବାକୁ ପରାମର୍ଶ 🔴 କୋଟି କୋଟି ଭକ୍ତଙ୍କ ଭିତରେ ନିଜକୁ ହଜାଇ ଦେବେ ମହାପ୍ରଭୁ 🔴 କିରୋସିନ ଢାଳି ଯୁବତୀଙ୍କ ଆତ୍ମାହୁତି 🔴 ୟୁକ୍ରେନ ଉପରେ ୩ ହଜାର କିଲୋର ବୋମାମାଡ 🔴 ସୃଷ୍ଟି ହେଲା ଲଘୁଚାପ, ବର୍ଷା ନେଇ ରେଡ ଆର୍ଲଟ 🔴 ଦାରିଦ୍ର୍ୟତା ପାଇଁ ପୁଅ କୁ ହାଣି ମାରିଲା ବାପା 🔴 ନୀଳ ଜଳରାଶିରେ ମହାପ୍ରଭୁଙ୍କ ରଥଯାତ୍ରା 🔴 ବହୁ ପ୍ରତୀକ୍ଷିତ ମୁହୁର୍ତ୍ତର ଘଟିଲା ଅବସାନ, ଗୁଣ୍ଡିଚାରେ ପହଞ୍ଚିଲା ନନ୍ଦିଘୋଷ ରଥ 🔴 ବିବାଦ ଭିତରେ ବଡ଼ ସଫଳତା ହାସଲ କଲେ ନିଟ୍ ଛାତ୍ରଛାତ୍ରୀ 🔴 ଜଗା.. କଣ ହୋଇଛି ତୋର,ରାଗିଛୁ ନା ଅଭିମାନ କରିଛୁ ….? 🔴 ସୁପ୍ରିମକୋର୍ଟଙ୍କ ବଡ ଶୁଣାଣି, ପଞ୍ଚମ କିମ୍ବା ଷଷ୍ଠ ଶ୍ରେଣୀରୁ ତୃତୀୟ ଭାଷା ଆରମ୍ଭ କରି ନବମ ଶ୍ରେଣୀ ପୂର୍ବରୁ ଶେଷ କରିବାକୁ ପରାମର୍ଶ 🔴 କୋଟି କୋଟି ଭକ୍ତଙ୍କ ଭିତରେ ନିଜକୁ ହଜାଇ ଦେବେ ମହାପ୍ରଭୁ 🔴 କିରୋସିନ ଢାଳି ଯୁବତୀଙ୍କ ଆତ୍ମାହୁତି 🔴 ୟୁକ୍ରେନ ଉପରେ ୩ ହଜାର କିଲୋର ବୋମାମାଡ 🔴 ସୃଷ୍ଟି ହେଲା ଲଘୁଚାପ, ବର୍ଷା ନେଇ ରେଡ ଆର୍ଲଟ