Masthead

ଋଣ ବୋଝରେ ଚାଲିଗଲେ ବାପା

ସୋର(ବଡ଼ ଖବର ବ୍ୟୁରୋ): ଝିଅ ବାହାଘରର ଋଣଭାର ସୁଝି ପାରିଲେନି ବାପା । ଶେଷର ବେକରେ ଦଉଡି ଦେଇ ଆତ୍ମହତ୍ୟା କଲେ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ମାଣିତ୍ରୀ ଅଂଚଳରେ । ମାଣତ୍ରୀ ପଂଚାୟତ ମହନ୍ତ ସାହିର ରବିନ୍ଦ୍ର ପରିଡ଼ା ଗତ ମାର୍ଚ୍ଚ ମାସରେ ଝିଅ ବାହାଘର ପାଇଁ ଘରୋଇ ଫାଇନାନ୍ସ କମ୍ପାନୀ ଓ ଗାଁରୁ ହାତ ଉଦ୍ଧାରି ଋଣ କରିଥିଲେ । କରୋନା ମହାମାରୀ ପାଇଁ ସରକକାର ଲକଡ଼ାଉନ୍ ସର୍ଟଡାଉନ ଘୋଷଣା କରିବାରୁ ରବିନ୍ଦ୍ର କାମଧନ୍ଦା ହରାଇ ବସିଥିଲେ । ପରେ ଋଣ କିସ୍ତି ସୁଝିବାରେ ବିଫଳ ହୋଇଥିଲେ । ଫାଇନାନ୍ସ କମ୍ପାନି ଓ ଋଣ ନେଇଥିବା ଲୋକଙ୍କ ଜୁଲମ ସହି ନପାରି ଆତ୍ମହତ୍ୟା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ