Masthead

ଜାଣନ୍ତୁ କେଉଁ ମୁଖ୍ୟମନ୍ତ୍ରୀଙ୍କ ଦରମା କେତେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭାରତୀୟ ସମ୍ବିଧାନର ଧାରା ୧୬୪ ଅନୁଯାୟୀ ରାଜ୍ୟପାଳଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୁଅନ୍ତି । ବର୍ତ୍ତମାନ ସୁଦ୍ଧା ଆମ ଦେଶରେ ୨୮ ଟି ରାଜ୍ୟ ଏବଂ ୯ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ (ସିଏମ୍) ସେମାନଙ୍କ କାର୍ଯ୍ୟ ପାଇଁ ମାସିକ ଦରମା ପାଇଥାନ୍ତି । ସବୁ ମୁଖ୍ୟମନ୍ତ୍ରୀଙ୍କ ଦରମା ଭିନ୍ନ ଭିନ୍ନ ଅଟେ । ଦେଶର ଅନ୍ୟ ସିଏମଙ୍କ ତୁଳନାରେ ସର୍ବାଧିକ ଦରମା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ପାଆନ୍ତି । ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଦେଶରେ ମୁଖ୍ୟମନ୍ତ୍ରୀ ମାନଙ୍କ ମଧ୍ୟରେ ସର୍ବନିମ୍ନ ଦରମା ପାଆନ୍ତି । ସାଧାରଣତଃ ଜଣେ ବ୍ୟକ୍ତିର ଦରମା ବିଷୟରେ ଆମେ ଜାଣିବାକୁ ଚାହିଁଲେ ତାର କର୍ମ ସଂସ୍ଥାନକୁ ଲକ୍ଷ୍ୟକରି ହୁଏତ ତାର ଦରମା ବାବଦରେ ଆମେ କହିଦେଇ ପାରନ୍ତି । କିନ୍ତୁ କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କେତେ ଦରମା ପାଆନ୍ତି ଜାଣିବା ପାଇଁ ପ୍ରାୟତ ସମସ୍ତଙ୍କର ଗୋଟେ ଆଗ୍ରହ ଥାଏ । ତେବେ ଜାଣନ୍ତୁ କେଉଁ ମୁଖ୍ୟମନ୍ତ୍ରୀଙ୍କ କେତେ ଦରମା-

ତେଲେଙ୍ଗାନା-୪୧୦,୦୦୦, ଦିଲ୍ଲୀ -୪୦୦,୦୦୦, ଉତ୍ତରପ୍ରଦେଶ-୩୬୫,୦୦୦, ମହାରାଷ୍ଟ୍ର-୩୪୦,୦୦୦, ଆନ୍ଧ୍ରପ୍ରଦେଶ-୩୩୫,୦୦୦, ଗୁଜୁରାଟ-୩୨୧,୦୦୦, ହିମାଚଳପ୍ରଦେଶ-୩୧୦,୦୦୦, ହରିୟାଣା-୨୮୮,୦୦୦, ଝାଡଖଣ୍ଡ-୨୭୨,୦୦୦, ମଧ୍ୟପ୍ରଦେଶ-୨୫୫,୦୦୦, ଛତିଶଗଡ-୨୩୦,୦୦୦, ପଞ୍ଜାବ-୨୩୦,୦୦୦, ଗୋଆ-୨୨୦,୦୦୦, ବିହାର-୨୧୫,୦୦୦, ପଶ୍ଚିମବଙ୍ଗ-୨୧୦,୦୦୦, ତାମିଲନାଡୁ-୨୦୫,୦୦୦, କର୍ଣ୍ଣାଟକ-୨୦୦,୦୦୦, ସିକ୍କିମ୍-୧୯୦,୦୦୦, ତ୍ରିପୁରା-୧୮୫,୫୦୦ , କେରଳ-୧୮୫,୦୦୦, ମିଜୋରାମ-୧୮୪,୦୦୦, ରାଜସ୍ଥାନ-୧୭୫,୦୦୦, ଉତ୍ତରାଖଣ୍ଡ-୧୭୫,୦୦୦, ଓଡିଶା-୧୬୫,୦୦୦ , ମେଘାଳୟ-୧୫୦,୦୦୦, ଅରୁଣାଚଳ ପ୍ରଦେଶ-୧୩୩,୦୦୦, ଆସାମ-୧୨୫,୦୦୦, ମଣିପୁର-୧୨୦,୦୦୦, ପୁଡୁଚେରୀ-୧୨୦,୦୦୦, ନାଗାଲାଣ୍ଡ-୧୧୦,୦୦୦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶଙ୍ଖ ଧରିଲେ ସୁଜାତା କାର୍ତ୍ତିକେୟନ 🔴 ସୁଜାତା ମିଶିବା ପରେ ବିଜେଡି ଦୁଇଫାଳ! 🔴 ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ 🔴 ଭେନେଜୁଏଲାରେ ବ୍ୟାକ୍ ଟୁ ବ୍ୟାକ୍ ଭୂମିକମ୍ପ, ସୁନାମୀ ଆଲର୍ଟ 🔴 ୨୦ ଜିଲ୍ଲାରେ ଝଡ଼ବର୍ଷା! 🔴 ଶଙ୍ଖ ଧରିବେ ସୁଜତା 🔴 ଭୁଶୁଡିଲା ନିର୍ମାଣଧୀନ ଗୋଦାମ,ଫସିଗଲେ ୬୦ରୁ ଅଧିକ ଶ୍ରମିକ 🔴 ଆଇସିସିର ସଦ୍ୟତମ ଦିନିକିଆ (ODI) ରାଙ୍କିଙ୍ଗରେ ବିରାଟ କୋହଲିଙ୍କୁ ପଛରେ ପକାଇ ଶୁଭମନ ଗିଲ୍ ଦଖଲ କଲେ ଦ୍ୱିତୀୟ ସ୍ଥାନ 🔴 ପାଠ୍ୟପୁସ୍ତକରେ ମହାବିଭ୍ରାଟ, ତଦନ୍ତ କମିଟିର ପୂରୁଛି କଣ୍ଟ 🔴 ଜୀବନ ନେଇଗଲା ମଙ୍ଗେତର 🔴 ଶଙ୍ଖ ଧରିଲେ ସୁଜାତା କାର୍ତ୍ତିକେୟନ 🔴 ସୁଜାତା ମିଶିବା ପରେ ବିଜେଡି ଦୁଇଫାଳ! 🔴 ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ 🔴 ଭେନେଜୁଏଲାରେ ବ୍ୟାକ୍ ଟୁ ବ୍ୟାକ୍ ଭୂମିକମ୍ପ, ସୁନାମୀ ଆଲର୍ଟ 🔴 ୨୦ ଜିଲ୍ଲାରେ ଝଡ଼ବର୍ଷା! 🔴 ଶଙ୍ଖ ଧରିବେ ସୁଜତା 🔴 ଭୁଶୁଡିଲା ନିର୍ମାଣଧୀନ ଗୋଦାମ,ଫସିଗଲେ ୬୦ରୁ ଅଧିକ ଶ୍ରମିକ 🔴 ଆଇସିସିର ସଦ୍ୟତମ ଦିନିକିଆ (ODI) ରାଙ୍କିଙ୍ଗରେ ବିରାଟ କୋହଲିଙ୍କୁ ପଛରେ ପକାଇ ଶୁଭମନ ଗିଲ୍ ଦଖଲ କଲେ ଦ୍ୱିତୀୟ ସ୍ଥାନ 🔴 ପାଠ୍ୟପୁସ୍ତକରେ ମହାବିଭ୍ରାଟ, ତଦନ୍ତ କମିଟିର ପୂରୁଛି କଣ୍ଟ 🔴 ଜୀବନ ନେଇଗଲା ମଙ୍ଗେତର