Masthead

ଜାଣନ୍ତୁ କାହାକୁ ମିଳିଛି କେଉଁ ପଦବୀ…

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମୋଦୀ ସରକାର ଦ୍ଵିତୀୟ ପାଳିରେ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ ସହ ବଡ଼ ଧରଣର ଅଦଳ ବଦଳ ହୋଇଛି। ଆଜି ୪୩ ଜଣ ନୂତନ ମନ୍ତ୍ରୀ ଭାବେ ଶପଥ ନେବା ପରେ ବିଭାଗ ବଣ୍ଟନ ହୋଇଛି। ୧୫ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବା ବେଳେ ୨୮ ଜଣଙ୍କୁ ରାଷ୍ଟ୍ର ମନ୍ତ୍ରୀ କରାଯାଇଛି। ବ୍ୟାପକ ଅଦଳବଦଳ ପରେ ମୋଦୀ କ୍ୟାବିନେଟ୍ ସ୍ଵରୂପ ବଦଳି ଯାଇଛି। ପୂର୍ବେ ୫୪ରେ ଥିବା ମନ୍ତ୍ରୀ ସଂଖ୍ୟା ୭୭କୁ ବୃଦ୍ଧି ଘଟିଛି। ଅନେକ ମନ୍ତ୍ରୀ ନିଜ ପଦ ବଜାୟ ରଖିଥିବା ବେଳେ ଅନେକଙ୍କ ମନ୍ତ୍ରଣାଳୟ ଅଦଳ ବଦଳ କରାଯାଇଛି। ସେହି ପରି ୧୪ ଜଣ ମନ୍ତ୍ରୀଙ୍କୁ କ୍ୟାବିନେଟ୍ ଛୁଟି ଦିଆଯାଇଛି। ପ୍ରଥମ କରି ବିଜେପି ଟିକେଟରେ ରାଜ୍ୟସଭା ସାଂସଦ ହୋଇଥିବା ଅଶ୍ଵିନୀ ବୈଷ୍ଣବଙ୍କୁ ଗୁରୁତ୍ଵପୂର୍ଣ୍ଣ ରେଳ ମନ୍ତ୍ରଣାଳୟ ମିଳିଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ପେଟ୍ରୋଲ ମନ୍ତ୍ରଣାଳୟ ବଦଳାଯାଇ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ଵ ଦିଆଯାଇଛି।

ଜାଣନ୍ତୁ କାହାକୁ ମିଳିଲା କେଉଁ ପଦବୀ…

କ୍ୟାବିନେଟ୍ ମନ୍ତ୍ରୀ:

ରାଜନାଥ ସିଂଙ୍କ – ପ୍ରତିରକ୍ଷା ମନ୍ତ୍ରାଳୟ

ଅମିତ ଶାହ -ଗୃହ, ଏବଂ ମିନିଷ୍ଟ୍ରି ଅଫ୍ କୋପରେସନ

ନୀତିନ ଜୟରାମ ଗଡକରୀଙ୍କ-  ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ

ନିର୍ମଳା ସୀତାରମଣ – ଅର୍ଥମନ୍ତ୍ରୀ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ

ନରେନ୍ଦ୍ର ସିଂ ତୋମାର- ପାଖରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ

ଡକ୍ଟକ ସୁବ୍ରମଣ୍ୟମ ଜୟଶଙ୍କର- ପାଖରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ

ଅର୍ଜୁନ ମୁଣ୍ଡା -ଆଦିବାସୀ ବ୍ୟାପାର ମନ୍ତ୍ରାଳୟ

ସ୍ମୃତି ଜୁବିନ୍ ଇରାନୀ- ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ

ପୀୟୁଷ ଗୋଏଲ- ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟ ଏବଂ ବୟନ ଶିଳ୍ପ

ଧର୍ମେନ୍ଦ୍ର ପ୍ରଧାନ- ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରାଳୟ

ପ୍ରହ୍ଲାଦ ଯୋଶୀ- ସଂସଦୀୟ ବ୍ୟାପାର ଓ କୋଇଲା ଓ ଖଣି ମନ୍ତ୍ରାଳୟ

ନାରାୟଣ ରାଣେ- ଏମଏସଏମଇ ମନ୍ତ୍ରାଳୟ

ସର୍ବାନନ୍ଦ ସୋନଓ୍ୱାଲ ଆୟୁଷ- ବନ୍ଦର, ଜାହାଜ ପରିବହନ ମନ୍ତ୍ରାଳୟ

ମୁଖତାର୍ -ଆବାସ ନକଭି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ

ବୀରେନ୍ଦ୍ର କୁମାର- ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟ

ଗିରିରାଜ ସିଂ- ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରାଳୟ

ଜ୍ୟୋତିରାଦିତ୍ୟ ସିନ୍ଧିଆ- ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ

ରାମଚନ୍ଦ୍ର ପ୍ରସାଦ ସିଂ- ଇସ୍ପାତ ମନ୍ତ୍ରଳୟ

ଅଶ୍ୱିନୀ ବୈଷ୍ଣବ- ରେଳ, ଆଇଟି, ଟେଲିକମ ମନ୍ତ୍ରାଳୟ

ପଶୁପତି ପାରସ- ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ

ଗଜେନ୍ଦ୍ର ସିଂ ଶେଖାୱାତ- ଜଳ ଶକ୍ତି ମନ୍ତ୍ରୀକିରେନ ରିଜିଜୁ ଆଇନ ଓ ନ୍ୟାୟ ମନ୍ତ୍ରାଳୟ

ରାଜ କୁମାର ସିଂ- ଶକ୍ତି ମନ୍ତ୍ରାଳୟ

ହରଦୀପ ସିଂ ପୁରୀ- ପେଟ୍ରାଲିୟମ୍ ମନ୍ତ୍ରାଳୟ ଦାୟିତ୍ୱ ସହ ନଗର ଉନ୍ନୟନ ମନ୍ତ୍ରାଳୟ ଦାୟିତ୍ୱ

ମନସୁଖ ମାଣ୍ଡବୀୟ- ସ୍ୱାସ୍ଥ୍ୟ ଓ ସାର ଓ ରସାୟନ ମନ୍ତ୍ରାଳୟ

ଭୂପେନ୍ଦ୍ର ଯାଦବ- ଶ୍ରମ ଓ ପରିବେଶ ଓ ରୋଜଗାର ମନ୍ତ୍ରାଳୟ ଦାୟିତ୍ୱ

ମହେନ୍ଦ୍ର ନାଥ ପାଣ୍ଡେ- ଭାରୀ ଶିଳ୍ପ ମନ୍ତ୍ରାଳୟ

ପରଷୋତ୍ତମ ରୁପାଲା- ମତ୍ସ୍ୟ ଓ ଗୋପାଳନ ମନ୍ତ୍ରାଳୟ ଦାୟିତ୍ୱ

ଜି କିଶନ ରେଡ୍ଡୀ-ସଂସ୍କୃତି, ପର୍ୟ୍ୟଟନ ଏବଂ ଉତ୍ତର ପୂର୍ବର ବିକାଶ ମନ୍ତ୍ରାଳୟ

ଅନୁରାଗ ଠାକୁର- ଯୁବ ବ୍ୟାପାର, କ୍ରୀଡା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ

ର ଇନ୍ଦରଜିତ ସିଂ ରାଜ୍ୟ ମନ୍ତ୍ରୀ ପରିସଂଖ୍ୟାନ, ଯୋଜନା, କର୍ପୋରେଟ, ବ୍ୟାପାର ମନ୍ତ୍ରଣାଳୟ

ଡକ୍ଟର ଜିତେନ୍ଦ୍ର ସିଂ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଭୂ ବିଜ୍ଞାନ, ପ୍ରଧାନମନ୍ତ୍ରୀଙ୍କ ଅଫିସ, ଜନସାଧାରଣଙ୍କ ଅଭିଯୋଗ ଏବଂ ପେନସନ, ପରମାଣୁ ଶକ୍ତି, ମହାକାଶ ମନ୍ତ୍ରାଳୟ

ରାଷ୍ଟ୍ରମନ୍ତ୍ରୀ

ଶ୍ରୀପଦ ୟେସୋ ନାଏକ- ପରିବହନ, ଜାହାଜ ଚଳାଚଳ ଓ ପର୍ୟ୍ୟଟନ ମନ୍ତ୍ରାଳୟ

ଫୋଗନ ସିଂହ- କୁଲାଷ୍ଟେ ଗ୍ରାମ୍ୟ ଉନ୍ନୟନ, ଇସ୍ପାତ ମନ୍ତ୍ରଣାଳୟ

ପ୍ରହ୍ଲାଦ ସିଂ- ପଟେଲ ଜଳ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ

ଅଶ୍ୱିନୀ କୁମାର ଚୌବେ- ଖାଉଟି ଉପଭୋକ୍ତା, ସାଧାରଣ ବଣ୍ଟନ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ

ଅର୍ଜୁନ ରାମ ମେଘୱାଲ- ସଂସଦୀୟ ବ୍ୟାପାର

ଭି.କେ ସିଂହ- ସଡକ ପରିବହନ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ

କୃଷ୍ଣ ପାଲ- ଶକ୍ତି, ଭାରୀ ଉଦ୍ୟୋଗ ମନ୍ତ୍ରାଳୟ

ଦାନଭେ ରୋସାହେବ ଦାଦାରାଓ- ରେଳ ଓ କୋଇଲା

ରାମଦାସ ଅଠାଓ୍ୱାଲେ- ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା 🔴 ପଇଡ଼ ପାଇଁ ଘରେ ପଶି ହାଣି ଦେଲେ 🔴 ବାଣ ଫୁଟି ୪ ଶିଶୁ ଆହତ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା 🔴 ପଇଡ଼ ପାଇଁ ଘରେ ପଶି ହାଣି ଦେଲେ 🔴 ବାଣ ଫୁଟି ୪ ଶିଶୁ ଆହତ