Masthead

ଜାଣନ୍ତୁ ଅମିତାଭଙ୍କୁ କିଏ ମାରିଥିଲେ ଶକ୍ତ ଚାପୁଡା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡର ଭେଟେରାନ ଅଭିନେତ୍ରୀ ୱାହିଦା ରେହମାନ ଆଜି ତାଙ୍କର ୮୩ ତମ ଜନ୍ମଦିନ ପାଳନ କରିଛନ୍ତି। ସାଠିଏ ଦଶକରେ ସେ ଚମତ୍କାର ଅଭିନୟ ଏବଂ ନୃତ୍ୟ ପାଇଁ ଜଣାଶୁଣା ଥିଲେ । ୱାହିଦା ରେହମାନ ୩ ଫେବୃଆରୀ ୧୯୩୮ ରେ ତାମିଲନାଡୁର ଚେଙ୍ଗାଲପାଟ୍ଟୁରେ ଜନ୍ମଗ୍ରହଣ କରିଥିଲେ। ସେ ତେଲୁଗୁ ସିନେମାରୁ ତାଙ୍କ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ଏକ ସମୟ ଥିଲା ଯେତେବେଳେ ୱାହିଦା ରେହମାନ ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ ।

ୱାହିଦା ରେହମାନ କପିଲ ଶର୍ମାଙ୍କ ସୋ’ ରେ ଅନେକ କାହାଣୀ ବାଣ୍ଟୁଥିବା ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ଅମିତାଭଙ୍କୁ ଚାପୁଡା ମାରିବା କଥା କହିଥିଲେ । ‘ରେଶମା ଅର ଶେରା’ ସୁଟିଂ ଚାଲିଥିବାବେଳେ ଅମିତାଭଙ୍କୁ ଚାପୁଡା ମାରିବାକୁ କୁହାଯାଇଥିଲା। ସୁଟିଂ ସମୟରେ ମୁଁ ଅମିତାଭଙ୍କୁ ଥଟ୍ଟାରେ ଚାପୁଡା ମାରିବା କଥା କହିଥିଲି କିନ୍ତୁ ସତରେ ମୁଁ ତାଙ୍କୁ ଶକ୍ତ ଚାପୁଡ଼ାଟେ ମାରିଦେଇଥିଲି । ସୁଟିଂ ଶେଷହେବା ପରେ ଅମିତାଭ ମୋ ପାଖକୁ ଆସି କହିଥିଲେ ୱାହିଦା ଜୀ ବହୁତ ଭଲ ହେଲା । ଯାହା ପରେ ମୁଁ ତାଙ୍କୁ କ୍ଷମା ମାଗିଥିଲି । ତେବେ ସେହି ବର୍ଷ ଫିଲ୍ମ ‘ରେଶମା ଅର ଶେରା’ ଜାତୀୟ ପୁରସ୍କାର ପାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ