Masthead

ବିରଳ ରେକର୍ଡର ଅଧିକାରୀ ଦ୍ୱିତୀୟ ଶ୍ରେଣୀର କୁନି ଝିଅ, ଆରୋହଣ କରିଛନ୍ତି ଆଫ୍ରିକାର ଉଚ୍ଚତମ ଶୃଙ୍ଘ

(ବଡ଼ ଖବର): ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ଦ୍ୱିତୀୟ ଶ୍ରେଣୀର କୁନି ଝିଅ । ଆନ୍ଧ୍ରପ୍ରଦେଶ ଅନନ୍ତପୁରର ଋିତ୍ୱିକା ଶ୍ରୀ , କରିଛନ୍ତି ଏକ ବିରଳ ରେକର୍ଡ । କମ ବୟସରେ ଆରୋହଣ କରିଛନ୍ତି ଆଫ୍ରିକା ମହାଦ୍ୱୀପର ସବୁଠାରୁ ଉଚ୍ଚତମ ଶୃଙ୍ଗ । ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଏହି କୁନି ଝିଅ ତଞ୍ଜାନିଆର ମାଉଣ୍ଟ କିଲିମଞ୍ଜାରୋ ଶୃଙ୍ଗରେ ପହଞ୍ଚି କରିଛନ୍ତି ବିରଳ ରେକର୍ଡ।

ଏସିଆର ସବୁଠାରୁ କମ ବୟସରେ ଏହି ସଫଳତା ପାଇବାରେ ଋିତ୍ୱିକା ପ୍ରଥମ ହୋଇଥିବାବେଳେ ବିଶ୍ୱରେ ଏହି ରେକର୍ଡ ହାସଲ କରିବାରେ ସେ ହୋଇଛନ୍ତି ଦ୍ୱିତ୍ୱୀୟ । ଏହି ଶୃଙ୍ଗରେ ଚଢ଼ିବାବେଳେ ସେ ତାଙ୍କ ପିତା ସହ ରହିଥିଲେ । ଋିତ୍ୱିକା ସମୂଦ୍ର ପତନରୁ ପ୍ରାୟ ୫ ହଜାର ୬୮୧ ମିଟର ଉଚ୍ଚତା ପର୍ଯ୍ୟନ୍ତ ଚଢ଼ିଥିଲେ । ଋିତ୍ୱିକାଙ୍କ ପିତା ଜଣେ କ୍ରିକେଟ୍‌ କୋଚ୍‌ ହେବା ସହ ଜଣେ ସ୍ପୋର୍ଟ୍ସ କୋର୍ଡିନେଟର ମଧ୍ୟ ।ଋିତ୍ୱିକା ତେଲେଙ୍ଗାନା ଭୋଙ୍ଗିରର ରକ୍‌ କ୍ଲାଇମ୍ବିଂ ସ୍କୁଲ୍‌ରେ ପ୍ରାଥମିକ ଟ୍ରେନିଂ ନେଇଥିଲେ । ଏହାପରେ ସେ ଲଦାଖରେ ଦ୍ୱିତୀୟ ପର୍ୟ୍ୟାୟ ଟ୍ରେନିଂ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ