Masthead

‘ଇମ୍ରାନଙ୍କୁ ଘଣ୍ଟାଏ ଭିତରେ ହାଜର କରାଅ’

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂବର୍ତ୍ତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅବୈଧ ଘୋଷଣା କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ । ଏକ ଘଣ୍ଟା ମଧ୍ୟରେ ଅଦାଲତରେ ହାଜର କରିବା ଲାଗି ଜଷ୍ଟିଶ ମିନଲ୍ଲାହ ଗୃହମନ୍ତ୍ରାଳୟକୁ ନିଦେ୍ର୍ଦଶ ଦେଇଛନ୍ତି । ଇମ୍ରାନଙ୍କ ଗିରଫଦାରୀ ପରେ ସମଗ୍ର ପାକିସ୍ତାନକୁୁ ଅଶାନ୍ତ ହୋଇପଡ଼ିଛି । ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ରାଜଧାନୀ ଇସଲାମବାଦ ସମେତ ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।

ଇମ୍ରାନ ଖାନଙ୍କ ଗିରଫର ଦୁଇ ଦିନ ପରେ ମଧ୍ୟ ପାକିସ୍ତାନର ବିଭିନ୍ନ ସ୍ଥାନରେ ମୁହାଁମୁହିଁ ହୋଇଛନ୍ତି ପିଟିଆଇ କର୍ମୀ ଓ ସୁରକ୍ଷାବାହିନୀ । ଦୁର୍ନୀତି ମାମଲାରେ ବୁଧବାର ଗିରଫ ହୋଇଥିବା ଇମ୍ରାନ ଖାନଙ୍କୁ ୮ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପାକିସ୍ତାନ ଇତିହାସରେ ଜଣେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀଙ୍କୁ ଅସୌଜନ୍ୟ ଭାବେ ଗିରଫ କରିବା ଏହା ପ୍ରଥମ ।

ଇମ୍ରାନ ଖାନଙ୍କ ତେହରିକ-ଇ-ଇନସାଫ ଦେଶର ବିଭିନ୍ନ ସହରରେ ଚଳାଇଛି ଜୋରଦାର ଆନେ୍ଦାଳନ । ଏପରିକି ପିଟିଆଇ କର୍ମୀମାନେ ଆର୍ମି ହେଡକ୍ୱାଟରକୁ ଧସେଇ ପଶିଛନ୍ତି । ସେମାନେ ଦେଶର ସାମରିକ ବାହିନୀ ମୁଣ୍ଡରେ ଦୋଷ ଲଦିଛନ୍ତି । ଗତବର୍ଷ ଏପ୍ରିଲରେ ମିଲିଟାରୀ ଫୋର୍ସ ଓ ପିଟିଆଇ କର୍ମୀ ମୁହାମୁହିଁ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା