Masthead

କୁକୁର କାମୁଡ଼ିଲେ ମାଲିକ ଦେବେ ୧୦ ହଜାର ଫାଇନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  କୁକୁର ମାଲିକ ଏବେ ହୋଇଯାଆନ୍ତୁ ସାବଧାନ । କୁକୁର କାମୁଡ଼ିଲେ ମାଲିକଙ୍କୁ ଦେବାକୁ ପଡ଼ିବ ୧୦ ହଜାର ଟଙ୍କା । ପ୍ରତିଦିନ ସହରରେ କୁକୁର କାମୁଡ଼ିବା ଘଟଣା ସାମ୍ନାକୁ ଆସୁଛି । ଅନେକ ଅଭିଯୋଗ ମଧ୍ୟ ହେଉଛି । ସହରରେ କୁକୁର କାମୁଡା କମାଇବାପାଇଁ ବିଏମସି ଆଣିଛି ନୂଆ ନିୟମ । ଯେଉଁଥିରେ କୁକୁର କାମୁଡ଼ିଲେ ମାଲିକମାନଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।

ଯାହାକୁ ନେଇ ଶନିବାର ବିଏମସି ଏଭଳି ନିଷ୍ପତ୍ତି ନେଇଛି । ଖାଲି ସେତିକି ନୁହେଁଁ ବିଏମସିର ନିୟମ ଅନୁଯାୟୀ ଗୃହପାଳିତ ପଶୁଙ୍କ ରକ୍ଷାଣାବେକ୍ଷଣ ଏବଂ ପୋଷଣକୁ ନିୟନ୍ତ୍ରଣ କରିବା, ଖୋଲାସ୍ଥାନରେ ଶବ ଫିଙ୍ଗିଲେ ମଧ୍ୟ ଜରିମାନା ଦେବା ପାଇଁ ପଡ଼ିବ । ଏହା ସହିତ ମଧ୍ୟ ସମସ୍ତ ପୋଷା କୁକୁରଙ୍କୁ ୫୦୦ ଟଙ୍କା ଦେଇ ପଞ୍ଜୀକୃତ କରିବାକୁ ପଡ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ