Masthead

ସର୍ଟ ସର୍କିଟରୁ ନିଆଁ , ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ

ବାଲିଗୁଡା(ବଡ଼ ଖବର ବ୍ୟୁରୋ) : ସଟ୍ ସର୍କିଟ ଯୋଗୁଁ ମାଁ ପାଟଖଣ୍ଡ ଏଜେନ୍ସିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କିରାଣି ଜିନିଷ ନଷ୍ଟ । ଦମକଳ ବାହିନୀ ଦ୍ୱାରା ନିଆଁକୁ ଆୟତ କରି କିରାଣି ଜିନିଷ ଉଦ୍ଧାର କାର‌୍ୟ୍ୟ ଚାଲୁରହିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟଖଣ୍ଡା ସାହିରେ ।

ସୂଚନା ମୁତାବକ ବାଲିଗୁଡ଼ା ପାଟଖଣ୍ଡା ସାହିରେ ଥିବା ମାଁ ପାଟଖଣ୍ଡା ଏଜେନ୍ସିରେ ମଧ୍ୟ ରାତିରେ ଏସିରୁ ସଟ ସର୍କିଟ ହୋଇ ନିଆଁ ଲାଗିଥିବା କହିଛନ୍ତି ଅଗ୍ନିଶ୍ରମ ଇନ୍ସପେକ୍ଟର । ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବାର କଥା ସକାଳ ୫ଟା ସମୟରେ ସଫେଇ କାର‌୍ୟ୍ୟ କରୁଥିବା କର୍ମଚାରୀ ଜଣକ ବହୁତ ଜୋରରେ ଧୂଆଁ ବାହାରୁଥିବା ଦେଖି ଏଜେନ୍ସି ବୋର୍ଡରେ ଥିବା ମୋବାଇଲ ନୁମ୍ବରକୁ ଜଣେଇଥିଲେ ତାପରେ ଅଗ୍ନିଶ୍ରମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିବା ବେଳେ ଏ ପର୍ଯ୍ୟନ୍ତ ଗୋଦାମରେ ଥିବା ଧୂଆଁ ଭର୍ତ୍ତି ହେଉଥିବାରୁ ଦୋକାନି ଜିନିଷ ଉଦ୍ଧାର ହେବା ସମ୍ଭବ ହୋଇପାରୁନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ