Masthead

ପ୍ରଜ୍ଞାନନ୍ଦ ଏବଂ କାର୍ଲସେନଙ୍କ ମଧ୍ୟରେ ପ୍ରଥମ ମ୍ୟାଚ ଡ୍ର, ଆଜି ଦ୍ୱିତୀୟ ଫାଇନାଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଶ୍ୱକପ ଚେସ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚରେ ଭାରତୀୟ ଚେସ ଗ୍ରାଣ୍ଡମାଷ୍ଟର ଆର.ପ୍ରଗନ୍ନାନନ୍ଧ ବିଶ୍ୱର ନମ୍ବରୱାନ ମ୍ୟାଗ୍ନୁସ କାର୍ଲସେନଙ୍କୁ ଭେଟିଛନ୍ତି । ମଙ୍ଗଳବାର ଉଭୟଙ୍କ ମଧ୍ୟରେ ଦୃଢ ମୁକାବିଲା ହୋଇଥିଲା । କିନ୍ତୁ ଉଭୟଙ୍କ ମଧ୍ୟରେ ମ୍ୟାଚଟି ଡ୍ର ହୋଇଥିଲା ।

ଆଜି ଏହାର ଫାଇନାଲ ମ୍ୟାଚ ଖେଳାଯିବ । କାର୍ଲସେନ ୫ଥର ଚେସ୍‌ରେ ୱାଲର୍ଡ ଚାମ୍ପିୟନ ହୋଇଥିଲେ । ସେ ୨୦୦୪ ମସିହାରେ ଗ୍ରାଣ୍ଡମାଷ୍ଟର ଉପାଧି ପାଇଥିଲେ କାର୍ଲସେନ । ଯେତେବେଳେ ପ୍ରଗନ୍ନାନନ୍ଧ ଜନ୍ମ ହୋଇନଥିଲେ । ସେଭଳି ପ୍ରଗନ୍ନାନନ୍ଧ ମଧ୍ୟ ଜଣେ ଦକ୍ଷ ଚେସ ଖେଳାଳୀ ।

ମାତ୍ର ୧୦ ବର୍ଷ ବୟସରେ ସେ ଆନ୍ତର୍ଜାତୀୟ ମାଷ୍ଟର ହୋଇଥିଲେ ଏବଂ ୧୨ ବର୍ଷ ବୟସରେ ଗ୍ରାଣ୍ଡମାଷ୍ଟର ଉପାଧି ପାଇଥିଲେ । ବୁଧବାର ହେବାକୁ ଥିବା ଫାଇନାଲ ମ୍ୟାଚରେ ସେ କାର୍ଲସେନଙ୍କୁ ପରାସ୍ତ କରିବେ ବୋଲି ଭାରତୀୟ ଚେସ୍ ପ୍ରଶଂସକମାନେ ଆଶା ରଖିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ