ଅଶାନ୍ତ ହୋଇଛି କାଶ୍ମୀର, ୬ ଦିନରେ ୯ ଯବାନ ସହିଦ

ଜମ୍ମୁ-କାଶ୍ମୀର (ବଡ଼ ଖବର ବ୍ୟୁରୋ): ଜମ୍ମୁ-କାଶ୍ମୀର ପୁଞ୍ଚ ସେକ୍ଟରରେ ଆତଙ୍କୀ ହମଲା । ୬ ଦିନ ହେଲା ଜାରି ରହିଛି ଏନକାଉଣ୍ଟର । ଫଳରେ ଅଶାନ୍ତ ହୋଇଛି ଜମ୍ମୁ-କାଶ୍ମରୀ ।  ଶନିବାର ସର୍ଚ୍ଚ ଅପରେସନ ସମୟରେ ଜଣେ ଜିଇଓଙ୍କ ସହିତ ୨ ସୈନିକଙ୍କ ଶବ ଉଦ୍ଧାର କରାଯାଇଛି । ତେବେ ବିଗତ ୬ଦିନର ଏନକାଉଣ୍ଟରରେ ମୋଟ ୯ ଯବାନ ସହିଦ ହୋଇଛନ୍ତି ।

ପୁଞ୍ଚର ସୁରନକୋଟ ଜଙ୍ଗଲରେ ସୋମବାର ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଥାନାମଣ୍ଡିରୁ ପୁଞ୍ଚର ମେଣ୍ଡର ପର୍ଯ୍ୟନ୍ତ ଏନକାଉଣ୍ଟର କରାଯାଇଥିଲା । ତେବେ ପୂର୍ବରୁ ରାଇଫଲ୍ ମ୍ୟାନ ବିକ୍ରମ ସିଂହ ନେଗୀ ଓ ଯୋଗମ୍ବର ସିଂହଙ୍କର ନାର ଖାସ ବନ ଏନକାଉଣ୍ଟରରେ ସହିଦ ହୋଇଥିଲେ । ପୂର୍ବରୁ ଅକ୍ଟୋବର ୧୧ ତାରିଖରେ ଜଣେ ଜୁନିୟର ଅଧିକାରୀଙ୍କ ସମେତ ୫ ଯବାନ ସହିଦ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ