Masthead

ଭୁବନେଶ୍ୱରରେ ମୁକ୍ତ ସାହିତ୍ୟ କାବ୍ୟ ଆସର ‘ ଟକ୍ ୱିଥ ସୋଲ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗତ ସନ୍ଧ୍ୟାରେ ଭୁବନେଶ୍ବର ସ୍ଥିତ ସ୍କାଏ ଲ୍ୟାଣ୍ଟର୍ଣ୍ଣ କ୍ୟାଫେ ପରିସରରେ ସାତ୍ତ୍ଵିକ ସୋଲ ଫାଉଣ୍ଡେସନ୍ ତରଫରୁ ପ୍ରଥମ ଥର ପାଇଁ ଜଳବାୟୁ ପରିବର୍ତ୍ତନ ସମ୍ୱନ୍ଧିତ ଏକ ନିଆରା ମୁକ୍ତ ସାହିତ୍ୟ କାବ୍ୟ ଆସର ‘ ଟକ ୱିଥ ସୋଲ’ ଆୟୋଜିତ ହୋଇଥିଲା । ପୂର୍ବଭାରତର ସବୁଠାରୁ ବଡ ପ୍ଲାଷ୍ଟିକ ମୁକ୍ତ ପରିବେଶ ଓ ଜଳବାୟୁ ସଚେତନତା ଉପରେ ଅଗ୍ରଣୀ ଭାବେ କାର୍ଯ୍ୟ କରୁଥିବା ସେଚ୍ଛାସେବୀ ସଂଗଠନ ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ଦ୍ୱାରା କରାଯାଇଥିବ।

ଏହି ସମ୍ମିଳନୀର ମୁଖ୍ୟ ଉଦେ୍ଦଶ୍ୟ ଥିଲା ସାହିତ୍ୟ ଓ ସଂସ୍କୃତି ମାଧ୍ୟମରେ ଯୁବପିଢିକୁ ଜଳବାୟୁ ସମ୍ବନ୍ଧରେ ସଚେତନ ଓ ପ୍ରୋତ୍ସାହିତ କରିବା । ଉକ୍ତ ସମ୍ମିଳନୀକୁ ଡ. ସୁରଭି ଜୈନ, ଗ୍ରୀନ୍ ଷ୍ଟୋରୀର ସହଭାଗିତାରେ ଆୟୋଜନ କରିଥିଲେ ଓ ଶକ୍ତି ପ୍ରସାଦ ମହାନ୍ତି ପରିଚାଳନା କରିଥିଲେ । ଏଥôରେ ମୁଖ୍ୟଅତିଥି ଭାବେ ସାମ୍ବିକ ସୋଲ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ସତ୍ୟବ୍ରତ ସାମଲ ଏବଂ ଆସରର ମୁଖ୍ୟ ଆକର୍ଷଣ ଭାବେ କବି ଅବିନାଶ ମହାନ୍ତି ଯୋଗଦାନ କରିଥିଲେ ।

ବିଭିନ୍ନ ଭାଷା ଓ ମାଧ୍ୟମ ଜରିଆରେ ଡ. ଅଭିଷେକ ଦାସ, ଧରିତ୍ରୀ ପ୍ରିୟଦର୍ଶନୀ, ଆଜ୍‌ସି ଢିବେରଓ୍ବାଲ, ପପୁ ନାଏକ, ସୁଧୀର କୁମାର ଭୋଇ, ଇଂ. ମୋନାଲିସା ପଣ୍ଡା, ଲୋପାମୁଦ୍ରା ନାଏକ, ଡ. ସୁରଭି ଜୈନ୍ ଇତ୍ୟାଦି ନିଜ ପାରଦର୍ଶିତା ପ୍ରଦର୍ଶନ ପୂର୍ବକ ସଭାର ମାନବର୍ଦ୍ଧନ କରିଥିଲେ ଓ ୫୦ ରୁ ଅଧୂକ ଯୁବପିଢି ଯୋଗଦାନ କରି ଏପରି ଏକ ଅଭିନବ ପ୍ରୟାସକୁ ସାଫଲ୍ୟମଣ୍ଡିତ କରିବା ସହ ସାଧୁବାଦ ଅର୍ପଣ କରିଥିଲେ । ପରିଶେଷରେ ଗ୍ରୀନ୍ ଷ୍ଟୋରୀର ମୁଖ୍ୟ ଗୌତମ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ