Masthead

ଦିଦିଙ୍କୁ ଟକ୍କର ଦେବେ କି ଦାଦା?

କୋଲକାତା (ବଡ଼ ଖବର ବ୍ୟୁରୋ): ମାର୍ଚ୍ଚ ୭ ରେ ହେବାକୁ ଥିବା ବିଜେପି ରାଲିରେ ସାମିଲ ହୋଇପାରନ୍ତି ଦାଦା । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଧରିବାକୁ ଯାଉଛନ୍ତି ପଦ୍ମ । ବିଜେପି କିମ୍ବା ଗାଙ୍ଗୁଲିଙ୍କ ତରଫରୁ ସ୍ପଷ୍ଟ ସୂଚନା ଏଯାଏ ମିଳିନଥିବାବେଳେ ଦଳ ତରଫରୁ କୁହାଯାଇଛି ଯେ, ସେ ବିଜେପିରେ ସାମିଲ ହେବେ ନା ନାହିଁ ଏହା ତାଙ୍କ ଉପରେ ନିର୍ଭର କରୁଛି ।

ବିଜେପି ପ୍ରବକ୍ତା ସାମିକ ଭଟ୍ଟାଚାର୍ୟ୍ୟ କହିଛନ୍ତି ଯେ, ଯଦି ଗାଙ୍ଗୁଲି ନିଜର ସ୍ୱାସ୍ଥ୍ୟକୁ ଦେଖି ରାଲିରେ ଭାଗ ନେବାକୁ ଇଚ୍ଛା କରନ୍ତି ତେବେ ତାଙ୍କୁ ସବୁଠାରୁ ଅଧିକ ସ୍ୱାଗତ କରାଯିବ । ଦେହ ଖରାପ ଥିବାରୁ ଗାଙ୍ଗୁଲି ଏବେ ଘରେ ଆରାମ କରୁଛନ୍ତି । ରାଲିରେ ଉପସ୍ଥିତ ରହିଲେ ସେ ଲୋକଙ୍କୁ ପସନ୍ଦ କରିବା ସହିତ ଲୋକମାନଙ୍କ ମନ ମଧ୍ୟ ଜିଣିପାରିବେ । । ଏବେସୁଦ୍ଧା ଏହାର ସ୍ପଷ୍ଟ ହୋଇନାହିଁ । ଗାଙ୍ଗୁଲିଙ୍କର ନିକଟରେ ଆଉ ଏକ ଏ଼ଞ୍ଜିୟୋପ୍ଲାଷ୍ଟି କରାଯିବା ହେତୁ ସେ ୩ ଦିନ ହସ୍ପିଟାଲରେ ରହି ଡିସଚାର୍ଜ ନେଇଥିଲେ । ଏବେ ସେ ବିଶ୍ରାମ ନେଉଛନ୍ତି । ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି