ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୮,୩୧୦  ଟଙ୍କା ରହିଛି।ସେହିପରି ୨୪ କ୍ୟାରେଟ ସୁନା ଦର ୧୦ଗ୍ରାମ ପ୍ରତି ୪୯,୩୧୦ ଟଙ୍କା ରହିଥିବାବେଳେ ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୫,୯୦୦  ଟଙ୍କା ଓ ୨୪ କ୍ୟାରେଟ ସୁନା ଦର ୫୦,୦୭୦ ଟଙ୍କା ରହିଛି । ଅନ୍ୟପଟେ ରୂପା ଦର କିଲୋଗ୍ରାମ ପ୍ରତି ୧୨୦୦ ଟଙ୍କା ବଢିଛି । ସେହିପରି ଆଜି ରୁପା ଦର ୭୧,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ରହିଛି ।

Leave a Reply

Your email address will not be published. Required fields are marked *