ଜୋମାଟୋକୁ ଅଲବିଦା କହିଲେ ଜିଜି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଖୁବ କମ ସମୟରେ ଜୋମାଟୋ ସାରା ଦେଶରେ ନିଜର ପରିଚୟ ସୃଷ୍ଟି କରିପାରିଥିଲା । ଲୋକଙ୍କ ପାଖରେ ଖାଦ୍ୟଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସାମଗ୍ରୀ ପହଞ୍ଜାଇବାରେ ଜୋମାଟୋର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ମଧ୍ୟରେ ଜୋମାଟୋର ସହ ପ୍ରତିଷ୍ଠାତା ଗୌରବ ଗୁପ୍ତା ବା ଜିଜି ଏହି ସଂସ୍ଥାକୁ ଛାଡ଼ି ଥିବାର କଥା ସାମ୍ନାକୁ ଆସିଛି । ଏନେଇ ଜିଜି ଗୋଟିଏ ବ୍ଲଗପୋଷ୍ଟ କରି ସୂଚନା ଦେଇଛନ୍ତି । ଏହା ସହ ମୁଁ ମୋ ଜୀବନରେ ଗୋଟିଏ ବଡ଼ ପରିବର୍ତ୍ତନ ଆଣିଛି। ଏବେ ମୁଁ ଗୋଟିଏ ନୂଆ ଅଧ୍ୟାୟ ଆରମ୍ଭ କରିବି।

ବିଗତ ୬ ବର୍ଷ ମଧ୍ୟରେ ଜୋମାଟୋରୁ ଶିକ୍ଷାଲାଭ କରିଥିବା ବିଷୟବସ୍ତୁକୁ ମୁଁ ମୋର ନୂଆ ଅଧ୍ୟାୟରେ ବ୍ୟବହାର କରିବି। ଜୋମାଟୋକୁ ଆଗକୁ ନେବା ପାଇଁ ଆମ ପାଖରେ ଗୋଟିଏ ଭଲ ଟିମ ରହିଛି। ଏବେ ମୋତେ ମୋ ଯାତ୍ରାକୁ ଆଗକୁ ନେବା ପାଇଁ ଅଲଗା ରାସ୍ତା ବାଛିବାକୁ ପଡ଼ିବ। ମୁଁ ଏକଥା ଲେଖିବା ବେଳେ ବେଶ ଭାବବିହ୍ୱଳ ହୋଇ ଯାଉଛି। ମୁଁ ଏବେ କ’ଣ ଭାବୁଛି, ସେକଥା ଶବ୍ଦରେ ବୟାନ କରିବା କଷ୍ଟକର ବୋଲି ଜିଜି ତାଙ୍କ ଆଭ୍ୟନ୍ତରୀଣ ଇ-ମେଲ୍‌ରେ କହିଛନ୍ତି । ଅନ୍ୟପଟେ ୬ ବର୍ଷ ଧରି କମ୍ପାନୀ ସହ ଜଡ଼ିତ ଥିବାରୁ ଜିଜିଙ୍କୁ ଜୋମାଟୋର ପ୍ରତିଷ୍ଠାତା ଦୀପନ୍ଦିର ଗୋୟଲ ଧନ୍ୟବାନ ଜଣାଇଛନ୍ତି । ଜିଜି ୨୦୧୫ରେ ଜୋମାଟୋରେ ଯୋଗଦେଇଥିଲେ। ୨୦୧୮ରେ ପଦୋନ୍ନତି ପାଇ ସେ କମ୍ପାନୀର ସିଓଓ ଏବଂ ୨୦୧୯ରେ ସହ ପ୍ରତିଷ୍ଠାତା ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ