Masthead

ସାଟେଲାଇଟ ଜନକଙ୍କୁ ଶୁଭେଚ୍ଛା ଜଣାଇଲା ଗୁଗୁଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ପ୍ରସିଦ୍ଧ ବୈଜ୍ଞାନିକ ଉଡୁପି ରାମଚନ୍ଦ୍ର ରାଓଙ୍କ ୮୯ ତମ ଜନ୍ମଦିନ । ଗୁଗୁଲ ମଧ୍ୟ ତାଙ୍କ ଜନ୍ମ ଦିବସକୁ ପାଳନ କରୁଛି । ଯିଏକି ଭାରତର ‘ସାଟେଲାଇଟ ମ୍ୟାନ’ ଭାବରେ ବେଶ ଜଣାଶୁଣା । ୧୯୩୨ ମସିହା ଆଜିର ଦିନରେ କର୍ଣ୍ଣାଟକର ଏକ ସୁଦୂର ଗାଁ ରେ ଜନ୍ମଗ୍ରହଣ କରିଥିଲୋ ।

୨୦୧୭ ରେ ମୃତ୍ୟୁବରଣ କରିଥିବା ପ୍ରଫେସର ରାଓ ଜଣେ ଭାରତୀୟ ମହାକାଶ ବିଜ୍ଞାନି ତଥା ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ISRO)ର ଚେୟାରମ୍ୟାନ୍ ଥିଲେ। ଭାରତର ପ୍ରଥମ ସାଟେଲାଇଟ୍ ‘ଆର୍ଯ୍ୟଭଟ୍ଟ’ ପଛରେ ତାଙ୍କର ବୃହତ ଭୂମିକା ଥିଲା । ପ୍ରଫେସର ରାଓଙ୍କ ଏକ ସ୍କେଚ କରି ଏହି ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇଛି ଗୁଗୁଲ । ଭାରତୀୟ ମହାକାଶ ବିଜ୍ଞାନି ତଥା ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନର ଚେୟାରମ୍ୟାନ୍ ଥିଲେ ପ୍ରଫେସର ବୈଜ୍ଞାନିକ ଉଡୁପି ରାମଚନ୍ଦ୍ର ରାଓ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା