Masthead

ସପ୍ତାହରେ ଦିନେ ହସ୍ତତନ୍ତ ଲୁଗା ପିନ୍ଧିବାକୁ ଅନୁରୋଧ

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ହସ୍ତତନ୍ତ ପୋଷାକ ପିନ୍ଧିବେ ସରକାରୀ କର୍ମଚାରୀ । ଓଡ଼ିଶା ବୟନ, ହସ୍ତତନ୍ତର ପ୍ରଚାର, ପ୍ରସାର ପାଇଁ ବଡ଼ ପଦକ୍ଷପେ । । ସପ୍ତାହରେ ଦିନେ ହସ୍ତତନ୍ତ ଲୁଗା ପିନ୍ଧିବାକୁ ଅନୁରୋଧ । ରାଜ୍ୟରେ ସବୁ ଜିଲ୍ଲାପାଳଙ୍କୁ ବିଭାଗୀୟ ସଚିବ ଚିଠି ଲେଖି ଜଣାଇଛନ୍ତି । ଡ୍ରେସକୋଡ୍ ପିନ୍ଧୁଥିବା କର୍ମଚାରୀ ବାଦ୍ ପଡିବେ । ପୂର୍ବରୁ କୃଷୀ ଓ ହସ୍ତତନ୍ତ ବିଭାଗ କର୍ମଚାରୀ ସପ୍ତାହରେ ଦିନେ ହସ୍ତତନ୍ତ ଲୁଗା ପିନ୍ଧୁଛନ୍ତି ।

ସରକାରୀ ଓ ବେସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ପାଇଁ ବ୍ୟବସ୍ଥା ନାହିଁ । ସେହିଭଳି କଳାହାଣ୍ଡିରେ ସୋମବାର ଦିନ ସରକାରୀମାନେ ହବସପୁରୀ ହସ୍ତତନ୍ତ ଲୁଗା ପିନ୍ଧିବେ । କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଏନେଇ ସୂଚନା ଦେଇଛନ୍ତି । କଳାହାଣ୍ଡିରେ ହବସପୁରୀ ଶାଢ଼ୀକୁ ଲୋକପ୍ରିୟ କରିବା ସହ ସରକାରୀ କର୍ମଚାରୀ ମାନେ ପ୍ରଚାର ପ୍ରସାର କରିବା ନିମନ୍ତେ ପ୍ରତି ସୋମବାର ହବସପୁରୀ, ସମ୍ବଲପୁରୀ, କୋଟପାଡ଼ ଭଳି ସ୍ଥାନୀୟ ହସ୍ତତନ୍ତ ଲୁଗା ପରିଧାନ ନିମନ୍ତେ ପଦକ୍ଷେପ ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା