Masthead

ସ୍ୱାଧୀନତାର ବଡ଼ ଉତ୍ସବ, ବଡ଼ ଖବରରେ ନନଷ୍ଟପ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):୭୫ତମ ସ୍ୱାଧୀନତା ଦିବସ । ସାରା ଦେଶରେ ଉତ୍ସବର ମାହୋଲ । କିନ୍ତୁ କରୋନା କଟକଣା ପାଇଁ ଉତ୍ସବସ୍ଥଳକୁ ଯିବା ମନା । ଘରେ ବସି ପାଳନ କରନ୍ତୁ ସ୍ୱାଧୀନତା ଦିବସ ଲୋକଙ୍କ ଚ୍ୟାନେଲ ବଡ଼ କବର ସହିତ । ସକାଳ ୭ରୁ ଜାତୀୟ ଓ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସର ସିଧା ପ୍ରସାରଣ । ଦିନ ସାଢେ ୧୧ରୁ ବଡ଼ ଖବରରେ ନନଷ୍ଟପ୍ ସେଲିବ୍ରେସନ୍ ।

ଦେଶାତ୍ମକବୋଧ ସଂଗୀତ ଅଛି, ବ୍ୟଙ୍ଗାତ୍ମକ କାର୍ଯ୍ୟକ୍ରମ ମଧ୍ୟ ଅଛି । ଇତିହାସ ଭୂଗୋଳର ତର୍ଜମା ମଧ୍ୟ ଅଛି । ଭାରତର ସ୍ୱାଧୀନତାର ଅପାସୋର ସ୍ମୃତିର ଅସଂଖ୍ୟ ସମ୍ଭାର ମଧ୍ୟ କାର୍ଯ୍ୟକ୍ରମରେ ରହିଛି । ଆସନ୍ତାକାଲି ଦେଖନ୍ତୁ ବଡ଼ ଖବରେ ସ୍ୱାଧୀନତାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜୟ ଭାରତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ