Masthead

ସ୍ୱାଧୀନତାର ବଡ଼ ଉତ୍ସବ, ବଡ଼ ଖବରରେ ନନଷ୍ଟପ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):୭୫ତମ ସ୍ୱାଧୀନତା ଦିବସ । ସାରା ଦେଶରେ ଉତ୍ସବର ମାହୋଲ । କିନ୍ତୁ କରୋନା କଟକଣା ପାଇଁ ଉତ୍ସବସ୍ଥଳକୁ ଯିବା ମନା । ଘରେ ବସି ପାଳନ କରନ୍ତୁ ସ୍ୱାଧୀନତା ଦିବସ ଲୋକଙ୍କ ଚ୍ୟାନେଲ ବଡ଼ କବର ସହିତ । ସକାଳ ୭ରୁ ଜାତୀୟ ଓ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସର ସିଧା ପ୍ରସାରଣ । ଦିନ ସାଢେ ୧୧ରୁ ବଡ଼ ଖବରରେ ନନଷ୍ଟପ୍ ସେଲିବ୍ରେସନ୍ ।

ଦେଶାତ୍ମକବୋଧ ସଂଗୀତ ଅଛି, ବ୍ୟଙ୍ଗାତ୍ମକ କାର୍ଯ୍ୟକ୍ରମ ମଧ୍ୟ ଅଛି । ଇତିହାସ ଭୂଗୋଳର ତର୍ଜମା ମଧ୍ୟ ଅଛି । ଭାରତର ସ୍ୱାଧୀନତାର ଅପାସୋର ସ୍ମୃତିର ଅସଂଖ୍ୟ ସମ୍ଭାର ମଧ୍ୟ କାର୍ଯ୍ୟକ୍ରମରେ ରହିଛି । ଆସନ୍ତାକାଲି ଦେଖନ୍ତୁ ବଡ଼ ଖବରେ ସ୍ୱାଧୀନତାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜୟ ଭାରତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ