Masthead

ରାୟଗଡ଼ା ଜିଲ୍ଲାପାଳ ପାରୁଲ ପଟ୍ଟୱାରୀଙ୍କୁ ହାଇକୋର୍ଟ ଝଟକା

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ରାୟଗଡ଼ା ଜିଲ୍ଲାପାଳ ପାରୁଲ ପଟ୍ଟୱାରୀଙ୍କୁ ହାଇକୋର୍ଟ ଝଟକା । ୧ ମାସ ଧରି ଚାଲିଥିବା ବିବାଦର ଅବସାନ । ଡିଡବ୍ଲୁଓ ଅସୀମା ରାଓ-ଜିଲ୍ଲାପାଳଙ୍କ ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ନିଜ କ୍ଷମତାର ଅପବ୍ୟବହାର କରିଥିଲେ ପାରୁଲ ପଟ୍ଟୱାରୀ । ଅସୀମା ରାଓଙ୍କୁ ଡୁ୍ୟଟିରୁ ରିଲିଭ କରିଥିଲେ ଜିଲ୍ଲାପାଳ । ହାଇକୋର୍ଟରେ ଜିଲ୍ଲାପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରିଥିଲେ ଡିଡବ୍ଲୁଓ । ଜିଲ୍ଲାପାଳଙ୍କ ଅର୍ଡରକୁ ଖାରଜ କଲେ ହାଇକୋର୍ଟ ।

ଜାନୁୟାରୀ ୨୮ ତାରିଖରେ ଜିଲାପାଳ ପାରୁଲ ପଟ୍ଟାୱାରୀ ନିଜ ପ୍ରଶାସନିକ ତଥା ସରକାରଙ୍କ ପ୍ରଦତ୍ତ କ୍ଷମତାର ଅପବ୍ୟବହାର କରିଥିଲେ । ଏସସି ଏସଟି ବିଭାଗର କୌଣସି ନିଦେ୍ର୍ଦଶ ନଥାଇ ସେ ଜଣେ ଜିଲାସ୍ତରୀୟ ଅଧିକାରୀ ଡିଡବ୍ଲୁଓ ରିଲିଭ କରିଦେଥିଲେ । ଜଣେ ଜିଲାପାଳ ତଥା ତାଙ୍କର ନିଷ୍ପତିକୁ ଚାଲେଞ୍ଜ କରି ଅସୀମା ନିଜ ବିଭାଗ, ବିଭାଗୀୟ ମନ୍ତ୍ରୀ, ସମେତ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଲିଖିତ ରୂପେ ଜଣାଇଥିଲେ । ପରେ ନ୍ୟାୟିକ ବ୍ୟବସ୍ଥାର ଦ୍ୱାରସ୍ଥ ହୋଇଥିଲେ । ତେବେ କୋର୍ଟଙ୍କ ନିଦେ୍ର୍ଦଶ ପରେ ସେ ନିଜ ଚୌକିରେ ବସିବା ଏକ ପ୍ରକାର ଥୟ ହୋଇଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର