Masthead

କ୍ରିକେଟ ମ୍ୟାଚକୁ ନେଇ ମହାଭାରତ, ଯୁବକଙ୍କ କାଟିଲେ ଆଙ୍ଗୁଠି

ଗୁଜୁରାଟ (ବଡ଼ ଖବର ବ୍ୟୁରୋ): କ୍ରିକେଟ ମ୍ୟାଚରେ ବଲ ଉଠାଇବାକୁ ନେଇ ଜଣେ ଦଳତିି ବ୍ୟକ୍ତିଙ୍କ ଆଙ୍ଗୁଠି କାଟି ଦିଆଯାଇଛି । ଏଭଳି ଘଟଣା ଘଟିଛି ଗୁଜୁରାଟର ପାଟନା ଜିଲ୍ଲାରେ । ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଛି । ପୀଡ଼ିତା ହେଲେ କୀର୍ତ୍ତି । ପାଟନା ଜିଲ୍ଲାର କାକୋସି ଗାଁରେ କ୍ରିକେଟ ମ୍ୟାଚ ଚାଲିଥିଲା । ମ୍ୟାଚ ମଝିରେ ଜଣେ ଦଳିତ ଯୁବକ ବଲ ଉଠାଇଥିଲେ । ଯାହାକୁ ନେଇ ଖେଳୁଥିବା ଯୁବକମାନେ ରାଗିଯାଇଥିଲେ ।

ପରେ ଦଳିତ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଅପମାନ କରିବା ସହ ବଲ ଉଠାଇଥିବା ବ୍ୟକ୍ତିଙ୍କୁ ଗାଳି କରି ଡରାଇ ଥିଲେ । ଯାହାକୁ ନେଇ ବିରୋଧ କରିଥିଲେ କୀର୍ତ୍ତିଙ୍କ ଦାଦା ଧୀରଜ ପରମାର । ପରେ ମାମଲା ଶାନ୍ତ ପଡ଼ିଯାଇଥିଲା । ହେଲେ ସନ୍ଧ୍ୟାରେ ୭ ଜଣ ଖେଳୁଥିବା ଯୁବକମାନେ ଧାରୁଆ ଅସ୍ତ୍ର ଧରି ଧୀରଜ ଏବଂ କୀର୍ତ୍ତିଙ୍କ ଘରେ ଆକ୍ରମଣ କରିଥିଲେ । ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଯୁବକ କୀର୍ତ୍ତିଙ୍କ ଆଙ୍ଗୁଠି କାଟି ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା