ବଙ୍ଗୋମୁଣ୍ଡାକୁ ଜିଲ୍ଲା ମାନ୍ୟତା ଦାବିରେ ରାଜ୍ୟପାଳଙ୍କୁ ଦାବିପତ୍ର

ବଙ୍ଗୋମୁଣ୍ଡା(ବଡ଼ ଖବର ବ୍ୟୁରୋ): ବଙ୍ଗୋମୁଣ୍ଡାକୁ ନୂତନ ଜିଲ୍ଲା ମାନ୍ୟତା ଦାବିରେ ରାଜ୍ୟପାଳଙ୍କୁ ଦାବିପତ୍ର । ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଭୌଗଳିକ ଦୃଷ୍ଟିକୋଣରୁ ପାଟଣା ରାଜ୍ୟର ସର୍ଵବୃହତ ୧୫୬ ମୌଜା ଜମିଦାରୀ ଶାସନ ଥିବା ବଙ୍ଗୋମୁଣ୍ଡାକୁ ନୂତନ ଜିଲା ମାନ୍ୟତା ଦାବି କରାଯାଇଛି । ଟିଟିଲାଗଡ ଉପଖଣ୍ଡ,କଣ୍ଟାବାଞ୍ଜି ଏନଏସି, ମୁରିବାହାଲ, ତୁରେକେଲା ବ୍ଲକ ଅଞ୍ଚଳର ମଧ୍ୟ ସ୍ଥଳ ଏବଂ ରାଜୁଡା ଅଞ୍ଚଳର ଜମିଦାରୀ ଶାସନରେ ରହିଥିବା ବଙ୍ଗୋମୁଣ୍ଡାକୁ ଜିଲ୍ଲା ମାନ୍ୟତା ଦିଆଯାଉ ।

ବଙ୍ଗୋମୁଣ୍ଡା ଜମିଦାରୀ ଶେଷ ଉତ୍ତରାଧିକାରିଣୀ ସ୍ୱର୍ଗୀୟ ଚନ୍ଦ୍ର କୁମାରୀ ସିଂ ଭୋଇ ଙ୍କ ମୃତ୍ୟୁ ପରେ ତାଙ୍କ ଅଧିନସ୍ଥ ୧୪୦୦ ଏକର ଜମି ସରକାରୀ ଖାତାକୁ ହସ୍ତାନ୍ତରିତ ହୋଇଛି ।ଯେଉଁଠାରେ ପ୍ରଶାସନିକ କାର୍ଯ୍ୟାଳୟ ହେବା ପାଇଁ ଉପଯୁକ୍ତ ସ୍ଥାନ ବୋଲି ଦାବି କରାଯାଇଛି ।ଏକ ରାଳିରେ ଆବାହକ ସୁଶୀଳ କୁମାର ଜୈନଙ୍କ ନେତୃତ୍ୱରେ ବହୁ ଲୋକ ବ୍ଲକ କାର୍ଯ୍ୟାଳୟ ପହଁଚି ବଙ୍ଗୋମୁଣ୍ଡାକୁ ଜିଲ୍ଲା ମାନ୍ୟତା ଦାବିରେ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ