Masthead

ୟେଦ୍ୟୁରପ୍ପା ଓ ତାଙ୍କ ପୁଅଙ୍କୁ ହାଇକୋର୍ଟ ନୋଟିସ

(ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା ଏବଂ ତାଙ୍କ ପୁଅ ତଥା ରାଜ୍ୟ ବିଜେପି ଉପସଭାପତି ବି ୱାଇ ବିଜେୟେନ୍ଦ୍ରଙ୍କୁ ମଙ୍ଗଳବାର ହାଇକୋର୍ଟ ନୋଟିସ କରିଛନ୍ତି । ଏକ ଆବାସ ପ୍ରକଳ୍ପ ଦୁର୍ନୀତି ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ନୋଟିସ କରିଛନ୍ତି । ପୂର୍ବତନ ମନ୍ତ୍ରୀ ଏସଟି ସୋମଶେଖରଙ୍କୁ ମଧ୍ୟ ଏହି ଦୁର୍ନୀତି ମାମଲାରେ ନୋଟିସ୍ ହୋଇଥିବା ଜଣାପଡିଛି । ଜଷ୍ଟିସ୍ ଏସ୍ ସୁନିଲ ଦତ୍ତ ଯାଦବଙ୍କ ଖଣ୍ଡପୀଠ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନା ଅନୁସାରେ, ବିଡିଏ ଏକ ଆବାସ ପ୍ରକଳ୍ପ ପାଇଁ ଜଣେ କଣ୍ଠ୍ରାକ୍ଟରଙ୍କଠାରୁ ଲାଞ୍ଚ ନେଇଥିବା ସଂକ୍ରନ୍ତ ଅଭିଯୋଗ ହୋଇଥିଲା । ଏହି ଦୁର୍ନୀତି ଅଭିଯୋଗ ନେଇ କର୍ଣ୍ଣାଟକ ବିଧାନସଭାରେ ମଧ୍ୟ ଆଲୋଚନା ହୋଇଛି । ତେବେ ୟେଦୁର୍ୟପ୍ପା ଏବଂ ତାଙ୍କ ପୁଅ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଉକ୍ତ ଘଟଣାରେ କୌଣସି ସତ୍ୟତା ନାହିଁ ବୋଲି ସେମାନେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ