Masthead

ନବୀନ ନିବାସରେ ହାଇଲେଭଲ ବୈଠକ, ଜାଣନ୍ତୁ କିଏ କିିଏ ଅଛନ୍ତି ଉପସ୍ଥିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ବିଜେଡି-ବିଜେପି ମେଣ୍ଟ । ଏକାଠି ନିର୍ବାଚନ ଲଢିବେ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି । ନବୀନ ନିବାସରେ ଚାଲିଛି ହାଇଲେଭଲ୍‌ ବୈଠକ । ଦଳର ଅନେକ ନେତା ନବୀନ ନିବାସରେ ପହଞ୍ଚି ସାରିଛନ୍ତି । ଗୋଟିଏ ପଟେ ବିଜେଡିର ହାଇଲେଭଲ୍‌ ବୈଠକ ଅନ୍ୟପଟେ ରାଜ୍ୟର ଶୀର୍ଷ ବିଜେପି ନେତୃତ୍ବଙ୍କୁ ଦିଲ୍ଲୀ ଡାକରା । ଦୁଇ ଦଳର ହଠାତ୍ ବୈଠକ ଏବଂ ରାଜ୍ୟରେ ଚାଲିଥିବା ଚର୍ଚ୍ଚା ହିଁ ମେଣ୍ଟକୁ ଖୋରାକ୍‌ ଯୋଗାଇଛି ।

ତେବେ ନବୀନ ନିବାସରେ ଚାଲିଥିବା ବୈଠକରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ମନ୍ତ୍ରୀ) , ପ୍ରଣବ ପ୍ରକାଶ ଦାସ (ସାଂଗଠନିକ ସମ୍ପାଦକ), ସସ୍ମିତ ପାତ୍ର ( ରାଷ୍ଟ୍ରୀୟ ମୁଖପାତ୍ର), ଟୁକୁନି ସାହୁ (ମନ୍ତ୍ରୀ), ଅଶୋକ ପଣ୍ଡା (ମନ୍ତ୍ରୀ), ସଞ୍ଜୟ ଦାସବର୍ମା(ସାଧାରଣ ସମ୍ପାଦକ(ମୁଖ୍ୟାଳୟ), ମାନସ ମଙ୍ଗରାଜ(ସାଂସଦ), ପ୍ରଦୀପ ଅମାତ(ମନ୍ତ୍ରୀ), ଜଗନ୍ନାଥ ସାରକା(ମନ୍ତ୍ରୀ), ପ୍ରଫୁଲ୍ଲ ମଲ୍ଲିକ(ମନ୍ତ୍ରୀ) , ଅତନୁ ସବ୍ୟସାଚି ନାୟକ(ମନ୍ତ୍ରୀ), ଦେବି ମିଶ୍ର(ବରିଷ୍ଠ ଉପ ସଭାପତି), ଅରୁଣ ସାହୁ(ବିଧାୟକ), ପ୍ରଣବ ବଳବନ୍ତରାୟ(ବିଧାୟକ), ସୁଶାନ୍ତ ରାଉତ(ବିଧାୟକ), ପ୍ରତାପ ଦେବ(ମନ୍ତ୍ରୀ), ଉଷା ଦେବୀ (ମନ୍ତ୍ରୀ), ଗୋପବନ୍ଧୁ ଦାସ(ବିଜେଡି ନେତା), ଭିକେ କାର୍ତ୍ତିକ ପାଣ୍ଡିଆନ(ବିଜେଡି ନେତା), ପ୍ରୀତିରଞ୍ଜନ ଘଡେଇ(ମନ୍ତ୍ରୀ), ବିକ୍ରମ ଆରୁଖ(ମନ୍ତ୍ରୀ) ପ୍ରମୁଖ ଯୋଗ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି