Masthead

ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦାବିରେ କଟକ ମେୟର ସୁବାସ ସିଂଙ୍କ ସାମ୍ବାଦିକ ସମ୍ମିଳନୀ

କଟକ (ବଡ଼ ଖବର ବ୍ୟୁରୋ): କଟକ ଐତିହାସିକ ବାଲିଯାତ୍ରକୁ ଜାତୀୟ ମାନ୍ୟତା ପ୍ରସଙ୍ଗ । ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା । ପ୍ରେସମିଟରେ କେନ୍ଦ୍ର ବିରୋଧରେ ଅଭିଯୋଗ କଲେ ମେୟର । ମୁଖ୍ୟମନ୍ତ୍ରୀ ଜାତୀୟ ମାନ୍ୟତା ପାଇଁ ଚିଠି କରିଥିଲେ । ରାଜ୍ୟସଭା ସାଂସଦ ଓ କଟକ ମେୟର ସୁବାସ ସିଂଙ୍କ ସହ ଏକ ପ୍ରତିନିଧି ଦଳ ମଧ୍ୟ କେନ୍ଦ୍ର ସଂକୃତି ମନ୍ତ୍ରୀଙ୍କୁ ଭେଟି ଜାତୀୟ ମାନ୍ୟତା ପାଇଁ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଏ ବିଷୟକୁ ନେଇ କଟକ ମେୟର ଚିଠି ମଧ୍ୟ କରିଛନ୍ତି। କେନ୍ଦ୍ର ସରକାର ପୁନଃ ବିଚାର କରନ୍ତୁ। ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ ପାଇଁ ଦାବି କଲେ କଟକ ମେୟର ସୁବାସ ସିଂ। କେନ୍ଦ୍ର ସଂକୃତି ବିଭାଗ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାକୁ ମନା କରିବା ପରେ କେଉଁ ବିଭାଗ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ କରିବା କେନ୍ଦ୍ର ସରକାର ଜଣାଇବା ଦରକାର ବୋଲି କହିଛନ୍ତି କଟକ ମେୟର। ପ୍ରଧାନମନ୍ତ୍ରୀ ଐତିହାସିକ ବାଲିଯାତ୍ରାକୁ ପ୍ରଶଂସା କରିବା ପରେ ମଧ୍ୟ ବାଲିଯାତ୍ରାକୁ ଜାତୀୟ ମାନ୍ୟତା କାହିଁକି ଦେଉନାହାନ୍ତି ପ୍ରଶ୍ନ କଲେ ମେୟର ସୁବାସ ସିଂ । ଆଗାମୀ ଦିନରେ ଯଦି ବାଲିଯାତ୍ରକୁ ଜାତୀୟ ମାନ୍ୟତ ପ୍ରଦାନ କରା ନଯାଏ ଏହି ପ୍ରସଙ୍ଗକୁ ଆମେ ସଂସଦରେ ଉଠାଇବୁ କହିଛନ୍ତି ମେୟର ସୁବାସ ସିଂ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା