Masthead

ମଣିପୁର ଘଟଣା ପାଇଁ ମୋଦି ଓ ଶାହା ଦାୟୀ ନୁହନ୍ତି: ହିମନ୍ତ ବିଶ୍ୱଶର୍ମା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଗତ ଚାରି ମାସ ଧରି ଜଳୁଛି ମଣିପୁର। ମଣିପୁର ହିଂସାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏକ ସାକ୍ଷାତକାରରେ କହିଛନ୍ତି ଯେ ହିଂସା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରିବା ଉଚିତ ନୁହେଁ । ସେ କହିଛନ୍ତି ଯେ ମଣିପୁରରେ ଅଶାନ୍ତି ଦେଖାଦେଇଛି । ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀଙ୍କୁ କେହି ବି ସମାଲୋଚନା କରୁନାହାଁନ୍ତି।  କେନ୍ଦ୍ର ସରକାରଙ୍କ ଯୋଗୁଁ ଏହା ଘଟୁଛି ବୋଲି କେହି କହୁ ନାହାଁନ୍ତି।

ପୂର୍ବରୁ ଯଦି କିଛି ବି ଘଟୁଥିଲା ତେବେ ଦୋଷ ଦିଲ୍ଲୀ ଉପରେ ଆସୁଥିଲା । ଏବେ ଲୋକମାନେ ଜାଣନ୍ତି ଯେ ଏହା ଆମର ସଂଘର୍ଷ, ଏହାର ଦିଲ୍ଲୀ ସହିତ କୌଣସି ସମ୍ପର୍କ ନାହିଁ । ଅନାସ୍ଥା ପ୍ରସ୍ତାବକୁ ନେଇ କହିଛନ୍ତି ଯେ ସଂସଦରେ ବିରୋଧୀଙ୍କ ଗତିବିଧି ବିପୁଳ ପରିମାଣରେ ହ୍ରାସ ପାଇଛି। ସରକାରଙ୍କୁ ମଣିପୁରରେ ପ୍ରସଙ୍ଗରେ ଘେରିବା ରଣନୀତି ଫିକା ପଡ଼ିଛି । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ବିରୋଧୀଙ୍କୁ ବିବ୍ରତ କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ