Before Header

ବ୍ୟାରେଜ ଖୋଲିବା ପରେ ବଢୁଛି ହୀରାକୁଦ ଜଳସ୍ତର

0 31

ହୀରାକୁଦ (ବଡ଼ ଖବର ବ୍ୟୁରୋ): ବଢୁଛି ହୀରାକୁଦ ଜଳସ୍ତର । କଲମା ବ୍ୟାରେଜ ଖୋଲିବା ପରେ ବଢୁଛି ଜଳସ୍ତର । ପ୍ରତି ସେକେଣ୍ଡରେ ହୀରାକୁଦରୁ ୫୬,୫୫୨ ଘନଫୁଟ ଜଳ ପ୍ରବେଶ କରୁଛି । ହୀରାକୁଦରୁ ପ୍ରତି ସେକେଣ୍ଡରେ ୩୬,୧୩୫ ଘନଫୁଟ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୦୬.୩୭ ଫୁଟ ରହିଛି ।

Leave A Reply

Your email address will not be published.