Before Header

ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

0 33

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି । ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ଫାଇଭ ଟି ସଚିବଙ୍କ ଗସ୍ତକୁ ନେଇ ଗୃହରେ ହଙ୍ଗାମା । ସରକାରଙ୍କ ଉପରେ ଆକ୍ରମଣ କଲେ ବିରୋଧୀ ଦଳ ନେତା । ପ୍ରତିବାଦ କରିଲେ ବିଜେଡି ନେତା ଅରୁଣ ସାହୁ । ଗୃହରେ ପ୍ରବଳ ପାଟିତୁଣ୍ଡ ଯୋଗୁ ୪ଟା ଯାଏଁ ଗୃହ ମୁଲତବି । ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ୱତି ।

Leave A Reply

Your email address will not be published.