Masthead

ରାଜନୀତିରେ ନିର୍ବାଚନ ଚିହ୍ନର ଗୁରୁତ୍ୱ

 

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆରମ୍ଭ ହୋଇଗଲାଣି ନିର୍ବାଚନୀ ଋତୁ । ଦେଶର ୫ଟି ରାଜ୍ୟରେ ଆରମ୍ଭ ହୋଇଗଲାଣି ମତଦାନ । ମୈଦାନରେ ଦଳ ଗୁଡିକ ନିଜ ନିଜ ଚିହ୍ନକୁ ନେଇ ଓହ୍ଲାଇଛନ୍ତି ।
ଜନତା କେଉଁ ଚିହ୍ନକୁ ଭୋଟ ଦେବେ ତାକୁ ନେଇ କରାଯାଉଛି ଅଙ୍କକଷା । ତେବେ କେବେ ଆପଣ ଜାଣିଛନ୍ତି କି? କେମିତି ମିଳେ ଏହି ଚିହ୍ନ?

୨୦ ଅକ୍ଟୋବରକୁ ସୁପ୍ରିମକୋର୍ଟ ଭାରତ ରାଷ୍ଟ୍ର ସମିତି ଅର୍ଥାତ୍ ବିଆରଏସର ନିର୍ବାଚନୀ ଚିହ୍ନ ରଦ୍ଦ କରିବା ସମ୍ବନ୍ଧୀୟ ଏକ ଯାଚିକା ଖାରଜ କରିଛନ୍ତି । ତେବେ ପ୍ରଶ୍ନ ଥିଲା କେମିତି ମିଳେ ଏହି ଚିହ୍ନ? ଏହି ଚିହ୍ନ ହିଁ ପ୍ରାର୍ଥୀଙ୍କୁ ଚିହ୍ନେଇଥାଏ । ଭାରତରେ ଅଶିକ୍ଷିତ ଭୋଟରମାନଙ୍କୁ ସରଳ ଉପାୟରେ ପ୍ରାର୍ଥୀଙ୍କ ବିଷୟରେ ମନେ ରଖେଇବା ପାଇଁ ଏହି ସିମ୍ବଲକୁ ବ୍ୟବହାର କରାଯାଇଥାଏ । ଏହା କୌଣସି ବି ଚିହ୍ନ ହୋଇଥାଇପାରେ । କିନ୍ତୁ ଏଥିରେ କୌଣସି ଧର୍ମ, ଜାତି ବା ସମାଜକୁ ଆଂଚ ଆସିଲା ପରି ପ୍ରତୀକ ବ୍ୟବହାର କରାଯାଏ ନାହିଁ । ଏହାର ଆଉ ଏକ କାରଣ ହେଉଛି ଯେ, ମଣିଷର ମସ୍ତିଷ୍କ ଭିଜୁଆଲ ମାଧ୍ୟମରେ ୯୦% ସୂଚନାକୁ ଧାରଣ କରିଥାଏ । ଲେଖା ଅପେକ୍ଷା, ସିମ୍ବଲ ମାଧ୍ୟମରେ ଏହା ୪୦% ଅଧିକ କ୍ୟାପଚର କରିଥାଏ । ତେବେ ଏହି ଚିହ୍ନ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ । ପ୍ରଥମେ ଆରକ୍ଷିତ ଚିହ୍ନ ଓ ଦ୍ୱିତୀୟରେ ମୁକ୍ତ ନିର୍ବାଚନ ଚିହ୍ନ ।

ପୂରା ଖବର ଜାଣିବା ପାଇଁ ଦେଖନ୍ତୁ ବଡ଼ ଖବର…

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’