Masthead

ଜୟନାରାୟଣଙ୍କ ପାଇଁ ମୁଁ ସୁରକ୍ଷିତ: କୁସୁମ ଟେଟେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ କୁସୁମ ଟେଟେ । ବିଜେଡି ଦଳରେ ଅନେକ ବଳତ୍କାରୀ ହତ୍ୟାକାରୀ ବିଧାୟକ ଅଛନ୍ତି। ସେମାନଙ୍କୁ ଡର ଲାଗୁନି।ଜୟ ନାରାୟଣ ଙ୍କ ପୋଲିସ ସହିତ କେଶ ଚାଲିଛି। ବିଜେଡି ମହିଳା ବିଧାୟକ କାହିଁକି ନିଜକୁ ଅସୁରକ୍ଷିତ ଭାବୁଛନ୍ତି।ଆମେ ତ ଅସୁରକ୍ଷିତ ଭାବୁଛୁ।ଜୟ ନାରାୟଣ ମିଶ୍ର ଅଛନ୍ତି ବୋଲି ନିଜକୁ ସୁରକ୍ଷିତ ଭାବୁଛି ବୋଲି କହିଛନ୍ତି କୁସୁମ ଟେଟେ। ତିର୍ତ୍ତୋଲ ବିଧାୟକଙ୍କୁ ଆମକୁ ଡର ଲାଗିଲାଣି। ତାଙ୍କର ମାଳମାଳ ବିଧାୟକ ଆଇନ ଉଲ୍ଲଂଘନ ରେ ସାମିଲ ଅଛନ୍ତି। ତାଙ୍କୁ ଡର ଲାଗୁନି। ଏଠି ଯେଉଁ ମନ୍ତବ୍ୟ ଦେଉଛନ୍ତି ବୁଝି ବିଚାରି ମନ୍ତବ୍ୟ ଦେଲେ ଭଲ ହୁଅନ୍ତା। କାହାକୁ କିଏ ପାଗଳ କହିଦେଲେ ହେବ ନାହିଁ। ଲୋକଙ୍କ ସମସ୍ୟା ଉଠାଇଲେ ପାଗଳ କହୁଛନ୍ତି।କାହାକୁ ହତ୍ୟାକାରୀ କହୁଛନ୍ତି। ଶାସକ ବିଜେଡି ପାଖରେ ପ୍ରସଙ୍ଗ ନଥିବାରୁ ଏଭଳି କହୁଛନ୍ତି। ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ରେ ପୁରୁଷଙ୍କୁ ଅପହରଣ ଅଭିଯୋଗ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ