Masthead

“ମତେ ୫୦ଥର ଅପହରଣ କରିଛି ଏଲିଏନ”

(ବଡ଼ ଖବର ବ୍ୟୁରୋ): ଏଲିଅନ ମାନଙ୍କୁ ନେଇ ବିଭିନ୍ନ ସମୟରେ ବହୁ କଥା ଉଠିଛି । ସେମାନଙ୍କ ଅସ୍ତିତ୍ୱକୁ କେହି କାଳ୍ପନିକ କହୁଥିବା ବେଳେ ଉପସ୍ଥିତି ବିଷୟରେ ମଧ୍ୟ କିଛି ଲୋକ ଦୃଢ଼ୋକ୍ତି ରଖିଛନ୍ତି । ତେବେ ଏଭଳି ଏକ ଖବର ଏବେ ସାମ୍ନାକୁ ଆସିଛି । ଜଣେ ବ୍ରିଟିଶ ମହିଳାଙ୍କୁ ଏଲିଏନ ଅପହରଣ କରିଥିବା କଥା ସେ ଦାବି କରିଛନ୍ତି । ତେବେ ଥରେ ବା ଦୁଇ ଥର ନୁହେଁ, ତାଙ୍କୁ ୫୦ ଥର ଏଲିଏନ ଅପହରଣ କରଇଥିବା ସେ କହିଛନ୍ତି ।

ସେହିପରି ଅପହରଣ ସମୟର ଅନୁଭୂତିକୁ ମଧ୍ୟ ସେ ବଖାଣିଛନ୍ତି । ଏହି ମହିଳାଙ୍କ ନାଁ ହେଉଛି ପାୱଲା ସ୍ମିଥ, ବୟସ ୫୦ବର୍ଷ । ବ୍ରିଟେନର ବ୍ରେଡ ଫୋର୍ଡରେ ରୁହନ୍ତି । ଛୋଟ ଥିବା ସମୟରେ ତାଙ୍କୁ ପ୍ରଥମେ ଏଲିଏନ ମାନେ ୟୁଏଫଓରେ ବସାଇ ଅପହରଣ କରିନେଇଥିଲେ । ଅପହରଣ ସମୟରେଏଲିଏନ ତାଙ୍କ ଶରୀରରେ ଏକ ଚିହ୍ନ ଆଙ୍କିଥିବା ଏହି ମହିଳା କହିଛନ୍ତି । ବର୍ତ୍ତମାନ ସୁଦ୍ଧା ୫୨ଥର ସେ ଏଲିଏନଙ୍କୁ ଭେଟି ସାରିଛନ୍ତି । ସେମାନେ ବଳପୂର୍ବକ ପାୱଲାଙ୍କୁ ଉଠାଇ ନେଉଛନ୍ତି । ଯାହାର କାରଣ କ’ଣ ତାହା ତାଙ୍କୁ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ୧୯୮୨ରେ ପାୱଲା ପ୍ରଥମେ ଏଲିଏନଙ୍କୁ ଭେଟିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ