Masthead

ସ୍ୱୀକୃତି ନଦେଲେ ପୁଣି ୯/୧୧ ଭଳି ଘଟଣା ଘଟିବ: ପାକିସ୍ତାନ ଏନଏସଏ

(ବଡ଼ ଖବର ବ୍ୟୁରୋ): ପାକିସ୍ତାନ ଏନଏସଏର ଚାଞ୍ଚଲ୍ୟକର ବୟାନ । ତାଲିବାନକୁ ସ୍ୱୀକୃତି ନଦେଲେ ପୁଣି ୯/୧୧ ଭଳି ଘଟଣା ଘଟିବ ବୋଲି ଚେତାବନୀ ଦେଇଛନ୍ତି । ପାକିସ୍ତାନ ଜାତୀୟ ସୁରକ୍ଷା ପରାମର୍ଶ ଦାତା ମୋଇଦ ୟୁସୁଫ ବ୍ରିଟିସର ଏକ ସମ୍ବାଦପତ୍ରର ସାମ୍ବାଦିକା ଖ୍ରଷ୍ଟିିନା ଲ୍ୟାମ୍ବଙ୍କୁ ସାକ୍ଷାତକାର ଦେବା ସମୟରେ ଏଭଳି ଚେତାବନୀ ଦେଇଛନ୍ତି । ଗଣମାଧ୍ୟମରେ ଏହି କଥା ପ୍ରସାରିତ ହେବା ପରେ ୟୁସୁଫ ଅବିକଳ ଏହି କଥା କହିନାହାଁନ୍ତି ବୋଲି କହିଛନ୍ତି ।

ୟୁସୁଫ ସଣ୍ଡେ ଟାଇମ୍ସ ଆଗରେ ଏନେଇ ଅଭିଯୋଗ ମଧ୍ୟ କରିଛନ୍ତି । ପ୍ରକାଶିତ ସାକ୍ଷାତକାର ବାବଦରେ ଏକ ସ୍ପଷ୍ଟିକରଣ ପ୍ରକାଶ କରିବାକୁ ଅନୁରୋଧ କରିଛନ୍ତି । ସେପଟେ ସାମ୍ବାଦିକା ଖ୍ରୀଷ୍ଟିନା ଲ୍ୟାମ୍ବ କହିଛନ୍ତି ସାକ୍ଷାତକାରକୁ ରେକର୍ଡ କରାଯାଇଛି । ୟୁସୁଫ ଯାହା ଅଭିଯୋଗ କରିଛନ୍ତି ତାହା ମିଛ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ