Masthead

‘ଚିନ୍ତାଧାରା ରେ ବିକାଶ ହେଲେ ଦେଶର ବିକାଶ ହେବ’; ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ପରୁଣା ସଂସଦ ଭବନରେ ଆଜି ହେଉଛି ଶେଷ ଅଧିବେଶନ । ଏହାକୁ ନେଇ ପୁରୁଣା ସଂସଦର ଅନୁଭୁତି କହିଲେ ପ୍ରଧାନମନ୍ତ୍ରୀ ।ସଂସଦ ଭବନରେ ନିଆଯାଇଥିବା ଐତିହାସିକ ଦିବସକୁ ସ୍ମରଣ କଲେ ପ୍ରଧାନ ମନ୍ତ୍ରୀ ମୋଦି । କହିଛନ୍ତି, ‘ଏହି ସଂସଦ ଭବନରେ ବହୁ ଗରୁତ୍ୱପୁର୍ଣ୍ଣ ଆଇନ ଆସିଛି ଓ ସଂଶୋଧନ କରାଯାଇଛି । ସ୍ୱାଧିନତା ପରେ ଏଇଠି କ୍ଷମତା ହସ୍ତାନ୍ତର ହୋଇଥିଲା ।

ପୁରୁଣା ସଂସଦ ଭବନ ସହିତ ବହୁ ଭାବ ପୂର୍ଣ୍ଣ ମୂହୁର୍ତ୍ତ ଯୋଡି ହୋଇଛି ।ଧାରା ୩୭୦ ଉଚ୍ଛେଦ କରାଯାଇଛି ।୪ ହଜାରରୁ ଅଧିକ ବିଲ ପାସ ହୋଇଛି । ତୃତୀୟ ଲିଙ୍ଗିଙ୍କ ପାଇଁ ଆଇନ ଆସିଛି । ତିନି ତଲାକ ଏହି ସଂସଦ ରେ ଉଚ୍ଚେଦ ହୋଇଛି । କାଶ୍ମୀର ଆଜି ଶାନ୍ତି ଓ ପ୍ରଗତି ପଥରେ ଆଗଉଛି । ମୁସଲିମ ଭାଇ ଭଉଣୀଙ୍କୁ ନ୍ୟାୟ ମିଳିଛି ।’

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ