Masthead

ଅନ୍ଧ ବିଶ୍ୱାସର କବଳରେ କୁଷ୍ଠ ରୋଗୀ

ରାଇଘର(ବଡ଼ ଖବର ବ୍ୟୁରୋ): ଅନ୍ଧ ବିଶ୍ୱାସର କବଳରେ କୁଷ୍ଠ ରୋଗୀ । ୬ ବର୍ଷ ଧରି ସାମାଜିକ ବାସନ୍ଦ ହୋଇ ରହିଛନ୍ତି । ଜଙ୍ଗଲରେ ଆଶ୍ରୟ ନେଇଛନ୍ତି । ଏଭଳି ଖବର ଆସିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରାଇଘରରୁ । କେବିଡି ଗାଁର ସୁନାଧର ଜାନି । ୬ ବର୍ଷ ପୂର୍ବେ ତାଙ୍କୁ କୁଷ୍ଠ ରୋଗ ହେବାରୁ ପରିବାର ସଦସ୍ୟ ଓ ଗ୍ରାମବାସୀ ତାଙ୍କୁ ଗାଁରେ ରହିବାକୁ ଦେଇନଥିଲେ । ରୋଗ ଆଉ କାହାକୁ ସଂକ୍ରମଣ ହେବ ଆଶଙ୍କାରେ ସୁନାଧରଙ୍କୁ ଗାଁରୁ ତଡ଼ି ଦିଆଯାଇଥିଲା ।

ସେହି ଦିନ ଠାରୁ ସୁନାଧର ଜଙ୍ଗଲରେ ଆଶ୍ରୟ ନେଉଛନ୍ତି । ସୁନାଧର ଙ୍କ ଦୁଇ ପୁଅ ବାହାରେ ଦାଦନ ଖଟିବାକୁ ଯାଉଥିବା ବେଳେ ଗୋଟିଏ ଝିଅ ବାହା ହୋଇଯାଇଛନ୍ତି । ବର୍ତମାନ ସ୍ତ୍ରୀ ମଧ୍ୟ ସୁନାଧର କୁ ଦେଖିବାକୁ ଆସୁନଥିବା କହିଛନ୍ତି ସୁନାଧର । ସରକାର ପାଖରେ ପେନସନ, ଖାଇବା ପିଇବା , ପାନୀୟ ଜଳ ଓ ରହିବା ପାଇଁ ଗୋଟିଏ ଘରେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି