Before Header

ଜାଲ ସାର୍ଟିଫିକେଟ ଦେଇ ଫସିଲେ ଶିକ୍ଷୟିତ୍ରୀ

0 14

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଜାଲ ସାର୍ଟିଫିକେଟ ଦେଇ ଫସିଲେ ଶିକ୍ଷୟିତ୍ରୀ । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅଣଖିଆ ଉପ୍ରା ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ଦୀର୍ଘଦିନ ଧରି ଶିକ୍ଷୟତ୍ରୀ ରୂପେ କାର୍ୟ୍ୟ କରୁଥିବା ସନ୍ଧ୍ୟାରାଣୀ ସ୍ୱାଇଁଙ୍କର ସାଟିର୍ଫିକେଟ ଯାଞ୍ଚ ବେଳେ ନକଲି ବୋଲି ଜଣା ପଡ଼ିଥିଲା ।

ବିରିଡି ବିଇଓ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀଙ୍କ ବିରୁଦ୍ଧରେ ବିରିଡି ଥାନାରେ ଏଫଆଇଆର ଦେଇଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.