Masthead

ଜୟଶ୍ୱାଲଙ୍କ ଜଲୱା, ଇଂଲଣ୍ଡ ବିପକ୍ଷରେ ଦ୍ୱିଶତକ ହାସଲ କଲେ ଯଶସ୍ୱୀ

ବିଶାଖାପାଟନମ (ବଡ଼ ଖବର ବ୍ୟୁରୋ): ଇଂଲଣ୍ଡ ବିପକ୍ଷରେ ଯଶସ୍ୱୀ ଜୟଶ୍ୱାଲଙ୍କ ଦ୍ୱିଶତକ । ଟେଷ୍ଟ କ୍ୟାରିଅରର ପ୍ରଥମ ଦ୍ୱୀଶତକ ହାସଲ କଲେ ଯଶସ୍ୱୀ। ଏଥିସହ ସର୍ବକନିଷ୍ଠ ଖେଳାଳି ଭାବେ ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି ଯଶସ୍ୱୀ ଜୟଶ୍ୱାଲ । ବିଶାଖାପାଟନମରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାରେ ଏହି ଶତକ ହାସଲ କରିଛନ୍ତି । ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ସମୟରେ ଯଶସ୍ବୀ ଜୟଶ୍ୱାଲ ଟିମ ଇଣ୍ଡିଆ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ ।

ଗତକାଲି ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ସେ ୧୭୯ ରନ୍ କରି ଅପରାଜିତ ରହିଥିଲେ। ଆଜି ପୁନଃ ପାଳି ଆରମ୍ଭ କରି କ୍ୟାରିଆରର ଦ୍ୱିତୀୟ ଦ୍ୱିଶତକ ହାସଲ କରିନେଇଛନ୍ତି। ଟିମ୍ ଇଣ୍ଡିଆର ଅନ୍ୟ ସମସ୍ତ ବ୍ୟାଟର୍ ପାଭିଲିଅନ ଫେରିଯାଇ ଥିବାବେଳେ ମୈଦାନରେ ଏକା ଲଢିଥିଲେ ଯଶସ୍ୱୀ। ଭାରତ ପକ୍ଷରୁ ଜୟସ୍ୱାଲ ୨୯୦ ବଲ ଖେଳି ୨୦୯ ରନ କରିଥିଲେ ଯେଉଁଥିରେ ସେ ୭ ଛକା ଓ ୧୯ ଚୌକା ମାରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା