Masthead

ଭାରତରେ ରହିଛି ବିଶ୍ୱର ସବୁଠୁ ଉଚ୍ଚ ସଡ଼କ…ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତରେ ନିର୍ମାଣ ହୋଇଛି ବିଶ୍ୱର ସବୁଠୁ ଉଚ୍ଚ ସଡ଼କ । ଏହା ଲଦାଖରେ ଅବସ୍ଥିତ । ପୂର୍ବ ଲଦାଖରେ ସମୁଦ୍ର ପତ୍ତନଠାରୁ ୧୯,୩୦୦ ଫୁଟ୍‌ ଉଚ୍ଚତାରେ  ନିର୍ମାଣ ହୋଇଛି ଏହି ସଡ଼କ। ବିଆର୍‌ଓ (ବର୍ଡର ରୋଡ୍‌ ଅର୍ଗାନାଇଜେସନ୍‌) ଏହି ସଡ଼କକୁ ନର୍ମାଣ କରିଛି ।

ମାଉଣ୍ଟ୍‌ ଏଭରେଷ୍ଟ୍‌ ବେସ୍‌ କ୍ୟାମ୍ପଠାରୁ ଅଧିକ ଉଚ୍ଚତାରେ ନିର୍ମାଣ ହୋଇଛି ଏହି ସଡ଼କ । ଉମଲିଙ୍ଗଗଲା ପାସ୍‌ ନିକଟରେ ୧୯,୩୦୦ ଫୁଟ୍‌ ଉଚ୍ଚତାରେ ନିର୍ମାଣ ହୋଇଥିବା ଏହି ରାସ୍ତା ବଲିଭିଆରେ ୧୮,୯୫୩ ଫୁଟ୍‌ ଉଚ୍ଚତାରେ ଥିବା ଏକ ସର୍ବୋଚ୍ଚ ରାସ୍ତାର ରେକର୍ଡକୁ ଭାଙ୍ଗି ଦେଇଛି। ଯାହାକି ସରକାର ଏହି ସୂଚନା ଦେଇଛନ୍ତି।

ଶୀତରେ ଏଠାରେ ତାପମାତ୍ରା ମାଇନସ ୪୦ ଡିଗ୍ରି ହୋଇଥିବାବେଳେ ଅକ୍ସିଜେନ୍‌ ସ୍ତର ସାଧାରଣ ସ୍ଥଳଠାରୁ ୫୦ ପ୍ରତିଶତ କମ୍‌ ହୋଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ