Before Header

ବିରୋଧୀ ମେଣ୍ଟ ଇଣ୍ଡିଆର ମେଗା ମିଟ୍

0 9

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକର ଆଜି ଦ୍ୱିତୀୟ ଦିନ । ବୈଠକରେ କ’ଣ ନିଷ୍ପତ୍ତି ନିଆଯିବ ରହିଛି ସମସ୍ତଙ୍କ ନଜର । ସକାଳ ୧୦ଟାରେ ଆନୁଷ୍ଠାନିକ ଭାବେ ବୈଠକ ଆରମ୍ଭ ହେବ । ଆଜି ଲୋଗୋ ଓ ସଂଯୋଜକଙ୍କ ନାଁ ସାମ୍ନାକୁ ଆସିପାରେ । ଆଉ ଏହାକୁ ଆଜି ଆନୁଷ୍ଠାନିକ ଭାବେ ଜାରି କରାଯାଇପାରେ । ସୂଚନା ଅନୁସାରେ ଲୋଗୋରେ ଜାତୀୟ ପତାକାର ତିନି ରଙ୍ଗ ଗେରୁଆ, ଧଳା ଓ ସବୁଜ ରଙ୍ଗ ରହିବ । ଲୋଗୋ ଜାରି ହେବା ପରେ ଏକ ମିଳିତ ପ୍ରେସ କନଫରେନ୍ସର ଆୟୋଜନ କରାଯିବ । ବୈଠକରେ ସାମିଲ ହୋଇଛନ୍ତି ୨୮ ଦଳର ନେତା ।

Leave A Reply

Your email address will not be published.