Before Header

ଫାଇନାଲରେ ଜାପାନକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ

0 36

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏସୀୟ କ୍ରିଡା ୨୦୨୩ ହକିରେ ଭାରତ ଜିତିଲା ସ୍ୱର୍ଣ୍ଣ । ଫାଇନାଲରେ ଜାପାନକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ ପୁରୁଷ ହକି ଟିମ୍ । ଜାପାନକୁ ୫-୧ ରେ ହରାଇଲା ଟିମ୍ ଇଣ୍ଡିଆ । ପ୍ରଥମ ଗୋଲ ଦେଇଥିଲେ ମନପ୍ରିତ ସିଂ । ପଦକ ଜିତି ପ୍ୟାରିସ ଅଲମ୍ପିକ ପାଇଁ ନିଜର ଯେଗ୍ୟତା ହାସଲ କଲା ଭାରତ । ୪ର୍ଥ ଥର ପାଇଁ ହକିରେ ସ୍ୱର୍ଣ୍ଣ ଜିତିଲା ଭାରତ । ୯ ବର୍ଷପରେ ଏସୀୟ କ୍ରିଡା ହକରେ ସ୍ୱର୍ଣ୍ଣ ଜିତିଲା ଭାରତ ।

Leave A Reply

Your email address will not be published.