Masthead

‘ନାସା’ର ଉଦ୍ୟମ, ମଙ୍ଗଳ ଗ୍ରହରୁ ଆଣିବ ଶିଳା ନମୂନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରତି କ୍ଷଣରେ ବିଶ୍ୱର ଅଧିକାଂଶ ଦେଶ କିଛି ନା କିଛି ନୂଆ କରିବା ଦିଗରେ ଆଗଭର ହେବାକୁ ଲାଗିଛନ୍ତି । ଏହାରି ଭିତରେ ଆମେରିକାର ଗବେଷଣା ସଂସ୍ଥା ‘ନାସା’ ଆଉ ପାଦେ ଆଗକୁ ବଢିଛି । ପ୍ରଥମ ଦେଶ ଭାବେ ପ୍ରଥମ କରି ମଙ୍ଗଳ ଗ୍ରହରୁ ଶିଳା ଆଣିବାକୁ ଉଦ୍ୟମ କରିଛି । ଏହି ଶିଳା ଆସବା ପରେ ଅଧିକ ପରିକ୍ଷା ନିରୀକ୍ଷା କରାଯିବ । ଶିଳା ଆସବା ପରେ ଏହାର ନମୂନା ପରୀକ୍ଷା କରିବା ପାଇଁ ‘ନାସା’ ଏକ ସତନ୍ତ୍ର ବୋର୍ଡ ଗଠନ କରିଛି । ଯାହାର ନାଁ ରହିଛି ‘ଏମ୍ଏସ୍ଆର୍ଆଇଆର୍ବି’ । ଗତ ଜୁଲାଇରେ ନାସା ମଙ୍ଗଳ ଗ୍ରହକୁ ଏକ ରୋଭର ପଠାଇଥିଲା । ଗ୍ରହର ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଏହି ରୋଭର ପୃଥିବୀକୁ ପଠାଇବ । ଯାହା ଫଳରେ ମଙ୍ଗଳ ଗ୍ରହର ଗତିବିଧୀ ସଂପର୍କରେ ଅଧିକ ସୂଚନା ମିଳିବ ବୋଲି ଆଶା କରିଛି ‘ନାସା’ । ରୋଭର ମଙ୍ଗଳ ଗ୍ରହର ନିକଟତର ହେଉଥିବା ନାସା କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା