Masthead

ରେଲୱେ ଟିକେଟ୍ ବୁକିଂରେ ପରିବର୍ତ୍ତନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ଯୋଗୁଁ ନିୟମିତ ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଥିଲା । ପରବର୍ତ୍ତୀ ସମୟରେ କୋଭିଡ୍ ସ୍ପେସାଲ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା । ଏବେ ଟିକେଟ୍ ବୁକିଂ ଓ ରିଜର୍ଭବେସନ ଚାଟରେ ବଡ଼ ପରିବର୍ତ୍ତନ କରାଯାଇଛି । ଆଜିଠାରୁ ଏହି ପରିବର୍ତ୍ତ ନ ଲାଗୁ ହୋଇଛି । ଯାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରଖି ତତ୍କାଳ ଟିକେଟ୍ ବୁକିଂ ପାଇଁ ଅଧିକ ସମୟ ମିଳିବ । ଅର୍ଥାତ୍ ଟ୍ରେନ୍ ଷ୍ଟେସନରୁ ଛାଡିବାର ୩୦ ମିନିଟ ପୂର୍ବରୁ ଯାତ୍ରୀମାନେ ଟିକେଟ ବୁକିଂ କରିପାରିବେ ।

ଆଗରୁ ଟ୍ରେନ୍ ଛାଡିବାର ୪ ଘଣ୍ଟା ପୂର୍ବରୁ ଟିକେଟ୍ ରିଜର୍ଭବେସନ ଚାଟ ତିଆରି କରାଯାଉଥିଲା । କୋଭିଡ-୧୯ କଟକଣା ଭିତରେ ଚାଲୁ ରହିଥିବା ଟ୍ରେନଗୁଡିକ ୨ ଘଣ୍ଟା ପୂର୍ବରୁ ଟିକେଟ୍ ବୁକିଂ କରିବାକୁ ପଡୁଥିଲା । ବୁକିଂ ସମୟରେ ବିଭିନ୍ନ ଅସୁବିଧା ଦେଖାଯାଉଥିଲା । ଏବେ କିନ୍ତୁ ଟ୍ରେନ୍ ଛାଡିବାର ଅଧଘଣ୍ଟା ପୂର୍ବରୁ ଯାତ୍ରୀମାନେ ଟିକେଟ ବୁକିଂ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ