Masthead

ବିନା ପରିଚୟରେ ଭାରତୀୟଙ୍କୁ ନେପାଳ ଯିବା ମନା 

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିନା ପରିଚୟ ପତ୍ରରେ ନେପାଳକୁ ଯିବା ମନା । ଏଣିକି ନେପାଳ ଯିବାକୁ ହେଲେ ଭାରତୀୟଙ୍କୁ ଦରକାର ପରିଚୟ ପତ୍ର । ଅବୈଧ ପ୍ରବେଶକୁ ଦୃଷ୍ଟିରେ ରଖି ନେପାଳ ସରକାର ନେଲେ ବଡ଼ ନିଷ୍ପତ୍ତି । ନେପାଳ ଯିବାକୁ ହେଲେ ଭାରତୀୟଙ୍କୁ ପରିଚୟ ପତ୍ର ଦରକାର । ଭାରତ ନେପାଳ ସୀମାରେ ନେପାଳକୁ ପ୍ରବେଶ କରିବାକୁ ହେଲେ ଭାରତୀୟ ନାଗରିକଙ୍କୁ ଏକ ପରିଚୟ ପତ୍ର ନେବା ଆବଶ୍ୟକ । ବିନା ପରିଚୟ ପତ୍ରରେ ଭାରତୀୟ ନାଗରିକମାନେ ନେପାଳ ପ୍ରବେଶ କରିପାରିବେ ନାହିଁ । ସେପଟେ ତୃତୀୟ ଦେଶ ଅର୍ଥାତ ଚୀନର ନାଗରିକଙ୍କ ଦ୍ୱାରା ଦକ୍ଷିଣ ସୀମାରେ ଅବୈଧ ଭାବରେ ପ୍ରବେଶ କରୁଥିବା ସମୟରେ ନେପାଳ ସରକାର ଏପରି ନିଷ୍ପତ୍ତି ନେଇଥିବାର ଦେଖିବାକୁ ମିଳିଛି ।

ନେପାଳ ସରକାରଙ୍କ ଗୃହମନ୍ତ୍ରୀ ବାଳକୃଷ୍ଣ ଖାନ ସୀମା ପ୍ରବନ୍ଧ ଓ ସୀମାରେ ଘଟୁଥିବା ଅପରାଧକୁ ରୋକିବା ପାଇଁ କେନ୍ଦ୍ରୀୟ ସୁରକ୍ଷା ସମିତିଙ୍କ ସହ ବୈଠକ କରିଥିଲେ । ଏହି ବୈଠକରେ ପୁଲିସ, ଶସସ୍ତ୍ର ପୁଲିସ ବଳ, ରାଷ୍ଟ୍ରୀୟ ଯାଞ୍ଚ ବିଭାଗର ଅଧିକାରିମାନେ ଏପରି ନିଷ୍ପତ୍ତି ନେବା ପାଇଁ ଗୃହମନ୍ତ୍ରୀଙ୍କୁ କହିଥିବାର ସୂଚନା ମିଳିଛି । ଏହାର ଠିକ ଗୋଟିଏ ଦିନ ପରେ ଜଣେ ଭାରତୀୟ ନାଗରିକଙ୍କୁ ନେପାଳ ପ୍ରବେଶ ପାଇଁ ଏକ ଦଲିଲରେ ସ୍ୱାକ୍ଷର କରିଥିବାର କଥା ମଧ୍ୟ ସାମ୍ନାକୁ ଆସିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର