Before Header

ପଞ୍ଜାବ କିଙ୍ଗ୍ସକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

0 20

ମୋହାଲି(ବଡ଼ ଖବର ବ୍ୟୁରୋ): ଆଇପିଏଲ ୪୬ ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ । ମୋହାଲିର ପଞ୍ଜାବ କ୍ରିକେଟ ଆସେସିଏଶନ ଆଇଏସ ବିନ୍ଦ୍ରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା ମ୍ୟାଚ । ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୩ ୱିକେଟ ହରାଇ ୨୧୪ ରନ କରିଥିଲା। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୨୧୫ ରନର ବିଜୟ ଲକ୍ଷ୍ୟ ରହିଥିଲା। ତେବେ ୨୧୫ ରନର ଲକ୍ଷ୍ୟ ପଛରେ ଯାଇ ମୁମ୍ବାଇ ଇଣ୍ଡିଆନ୍ସ ୧୮.୫ ଓଭରରେ ୪ ୱିକେଟ ହରାଇ ୨୧୬ କରିଛି। ୬ ୱିକେଟରେ ବିଜୟ ହୋଇଛି ମୁମ୍ବାଇ। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ ୧୩ ରନ୍‌ରେ ମୁମ୍ବାଇକୁ ହରାଇଥିଲା। କିନ୍ତୁ ବୁଧବାର ପାଲଟା ମ୍ୟାଚ୍‌ର ପଞ୍ଜାବକୁ ଝଟକା ଦେଇଛି ମୁମ୍ବାଇ ।

Leave A Reply

Your email address will not be published.