Masthead

ଅଫିମ ଚାଷକୁ ଭଲ ଚିହ୍ନୁଛି ଇସ୍ରୋ

କଟକ (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଗଞ୍ଜେଇ ଓ ଅଫିମ ଚାଷ ରୋକିବା ପାଇଁ ନିଆଯାଉଛି ଦୃଢ ପଦକ୍ଷେପ । ଏହି ନିଶାଦ୍ରବ୍ୟ କେଉଁଠି ଚାଷ ହେଉଛି ଜାଣିବା ଲାଗି ଇସ୍ରୋର ସହାୟତା ନିଆଯାଉଛି । ମାତ୍ର ଗଞ୍ଜେଇ ଚାଷ ଅପେକ୍ଷା ଅଫିମ ଚାଷ ସମ୍ପର୍କରେ ଇସ୍ରୋ ଅଧି୍କ ତଥ୍ୟ ଦେଉଛି ବୋଲି ଡିଜି ଅଭୟ କହିଛନ୍ତି ।

ଡିଜି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସେ କହିିଛନ୍ତି ଯେ ସେପ୍ଟେମ୍ବର ସୁଦ୍ଧା ମୋଟ୍ ୧୦୫୪ କ୍ୟୁଣ୍ଟାଲ ଗଞ୍ଜେଇ ଜବତ ହୋଇଛି । କେପାରାପୁଟ, ମାଲକାନଗିରି ଓ ଗଜପତି ଏସପିଙ୍କ କାର୍ଯ୍ୟକୁ ଡିଜି ପ୍ରଶଂସା କରିଛନ୍ତି । ରାଜ୍ୟରେ ଗଞ୍ଜେଇ ଓ ଡ୍ରଗ୍ସ ଚାଲାଣ ରୋକିବା ଅଭିଯାନରେ ପଡୋଶୀ ରାଜ୍ୟ ଡିଜିପିଙ୍କ ସହ ଆଲୋଚନା କରାଯାଇଛି ବୋଲି ଡିଜି କହିଛନ୍ତି ।

ଇ୍ରାଉନ୍ ସୁଗାର କାରବାରକୁ ନିୟମିତ ମୁକାବିଲା କରିବାରେ ଓଡ଼ିଶା ପୁଲିସ ଢେର ସଫଳତା ପାଇଛି । ଏଭଳି କାରବାର ପଛରେ ସଂଗଠିତ ଗ୍ୟାଙ୍ଗ ବିରୋଧରେ ଓଡ଼ିଶା ପୋଲିସ ଆର୍ଥିକ ତଦନ୍ତ ଜୋରଦାର କରିଛି ବୋଲି ଡିଜି କହିଛନ୍ତି । ସେପ୍ଟେର ସୁଦ୍ଧା ମାଲକାନଗିରିରୁ ୨୪୦ ଓ ଗଜପତିରୁ ୧୨୬କେଜି ଗଞ୍ଜେଇ ଜବତ ହୋଇଥିବା ଡିଜି ସୂଚନା ଦେଇଛନ୍ତିା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ